Art, asked by adityanarayan534, 9 months ago

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଶବ୍ଦ କେତେବେଳେ ପଦ ରୂପରେ ଚିହ୍ନିତ ହୁଏ ?
(ଖ) ବିଶେଷ୍ୟ ପଦ କାହାକୁ କହନ୍ତି ?
(ଗ) ବିଶେଷ୍ୟ ପଦ କେତେ ପ୍ରକାର ? (c)
(ଘ) କ୍ରିୟାବାଚକ ବିଶେଷ୍ୟ କାହାକୁ କୁହାଯାଏ ?
(?) ଜାତିବାଚକ ବିଶେଷ୍ୟ କାହାକୁ କହନ୍ତି ?
(ଚ) ଗୁଣବାଚକ ବିଶେଷ୍ୟ କଅଣ ?​

Answers

Answered by bandanad096
31

Answer

1. ଭାଷା କାହାକୁ କହ ନ୍ତି ?

ଉତ୍ତର - ଯାହା ମାଧ୍ୟମରେ ଆମେ ଆମର ମନର ଭାବନାକୁ ଅନ୍ୟ ଠାରେ ପ୍ରକାଶ କରିଥାଉ ତାହାକୁ ଭାଷା କହନ୍ତି ।

୨. ଭାଷା କେତେ ପ୍ରକାର? କଣ କଣ?

ଉତ୍ତର - ଭାଷା ଦୁଇ ପ୍ରକାର

୧. ମୌଖିକ

୨ ଲିଖିତ

୩ ମୌଖିକ ଭାଷା କାହାକୁ କହନ୍ତି?

ଉତ୍ତର - ଯାହା ମୁହଁ ମାଧ୍ୟମରେ ପ୍ରକାଶ କରାଯାଏ ତାହାକୁ ମୌଖିକ ଭାଷା କହନ୍ତି ।

୪ ଲିଖିତ ଭାଷା କାହାକୁ କହନ୍ତି ?

ଯାହା ଲେଖା ମାଧ୍ୟମରେ ଆମେ ଆମର ମନ ଭାବନାକୁ ପ୍ରକାଶ କରୁ ତାହାକୁ ଲିଖିତ ଭାଷା କହନ୍ତି ।

୫. ବ୍ୟାକରଣରେ କେତୋଟି ବିଭାଗ ଅଛି ?

ଉତ୍ତର- ବ୍ୟାକରଣରେ ଚାରୋଟି ବିଭାଗ ଅଛି-

୧. ବର୍ଣ୍ଣ ବିଚାର

୨.ଶବ୍ଦ ବିଚାର

୩. ପଦ ବିଚାର

୪. ବାକ୍ୟ ବିଚାର

୬.ଲିପି କାହାକୁ କହନ୍ତି ।?

ଭାଷାକୁ ଜୀବନ୍ତ ରଖିବା ପାଇଁ ଲିପିର ଆବଶ୍ୟକ ଅଛି।

୭. ଓଡ଼ିଆ ଭାଷାର ଲିପିର ନାମ କଣ?

ଉତ୍ତର - ଓଡ଼ିଆ ଭାଷାର ଲିପିର ନାମ ବ୍ରାହ୍ମୀ ଲିପି ।

[8/6, 20:52] Jena Odia Sir Jnv: ବ୍ୟାକରଣ-

୧. ଓଡ଼ିଆ ଶବ୍ଦ ଉଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି?

ଉତ୍ତର- ଓଡିଆ ଶବ୍ଦ ଉତ୍ତରକୁ ଚାରି ଭାଗରେ ବିଭକ୍ତ କରାଯାଇଛି-

ତତ୍ ସମ ଶବ୍ଦ

ତଦ୍ଭବ ଶବ୍ଦ

ଦେଶଜ ଶବ୍ଦ

ବୈଦେଶିକ ଶବ୍ଦ

୨. ତତ୍ସମ ଶବ୍ଦ କାହାକୁ କହନ୍ତି?

ଉତ୍ତର- ଯେଉଁ ସଂସ୍କୃତ ଶବ୍ଦ ଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ରୂପରେ ବ୍ୟବହୃତ ହେଉଅଛି ତାହାକୁ ତତ୍‌ସମ ଶବ୍ଦ କହନ୍ତି ।

୩. ତଦ୍ଦ ଭବ ଶବ୍ଦ କାହାକୁ କହନ୍ତି?

ଉତ୍ତର- ଯେଉଁ ସଂସ୍କୃତ ଶବ୍ଦ ଟିକିଏ ପରିବର୍ତ୍ତନ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଛି ତାହାକୁ ତଦ୍ବ ଶବ୍ଦ କହନ୍ତି ।

୪. ଦେଶଜ ଶବ୍ଦ କାହାକୁ କହନ୍ତି?

ଉତ୍ତର- ଲୋକମାନଙ୍କ ମୁହଁରୁ ସୃଷ୍ଟି ହୋଇଥିବା ଭାଷାକୁ ଦେଶଜ ଶବ୍ଦ କହନ୍ତି ।

୫. ବୈଦେଶିକ ଶବ୍ଦ କାହାକୁ କହନ୍ତି?

ଉତ୍ତର- ବିଦେଶରୁ ଆସିଥିବା ଭାଷା ଅବିକଳ ଓଡିଆ ଭାଷାରେ ବ୍ୟବହୃତ ହେଉଛି । ତାହାକୁ ବୈଦେଶିକ ଭାଷା କହନ୍ତି ।

Explanation:

make me brain list plz..

Similar questions