କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୨୪୫ ଓ ୧୦୨୯ କୁ ଭାଗ କଲେ ପ୍ରତ୍ୟେକ ସ୍ଥଳ ରେ ୫ ଭାଗ ଶେଷ ରହିବ
Answers
Answered by
6
Answer:୧୬
Step-by-step explanation:
୨୪୫-୫=୨୪୦
୧୦୨୯-୫=୧୦୨୪
୨୪୦ ଓ ୧୦୨୪ ର ଗ.ସା.ଗୁ ହେଉଛି ୧୬
ତେଣୁ ଉତ୍ତର ହେଲା ୧୬
Similar questions