(କ) ସଂଖ୍ୟାରେଖା ଉପରିସ୍ଥ କେଉଁ ଦୁଇଟି ପାଖାପାଖୁ ପୂସଂଖ୍ୟା ମଧ୍ୟରେ ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଅବସ୍ଥିତ ?
Answers
Answer:
ପ୍ରାଚୀନ କାଳରେ ପଶୁମାନଙ୍କୁ ବା ଅନ୍ୟାନ୍ୟ ସମ୍ପରି ଗଣିବା ଉଦ୍ଦେଶ୍ୟରେ ସମ୍ଭବତଃ ସଂଖ୍ୟାର ସୃଷ୍ଟି ହୋଇଥୁଲା । ସଂଖ୍ୟା ଗଣିବାର ପଦ୍ଧତିର ସୃଷ୍ଟି ମୂଳତଃ କେବଳ ଏକ’, ‘ଦୁଇ' ଓ 'ଅନେକ’ ଭଳି ଶବ୍ଦ ମଧ୍ୟରେ ସୀମିତ ଅଲା ।
ପରବର୍ତୀ ସମୟରେ ପଶୁମାନଙ୍କ ସଂଖ୍ୟା ଗଣିବା, ବାଣିଜ୍ୟ ବ୍ୟବସାୟ ସହ ସଂପୃକ୍ତ ଲୋକଙ୍କ ସଂଖ୍ୟା ଜାଣିବା ପାଇଁ ସଂଖ୍ୟା ଗଣିବା ପଦ୍ଧତିର ବିକାଶ ହୋଇଥୁଲା । ଆଜି ଆମେ ଯେଉଁ ସଂଖ୍ୟା ପଦ୍ଧତିର ବ୍ୟବହାର କରୁଛୁ ସେଥୁରେ ଶୂନ ଓ ଋଣାତ୍ମକ ସଂଖ୍ୟା ଅନ୍ତର୍ଭୁକ୍ତ । ସଂଖ୍ୟା ନାମଗୁଡ଼ିକ ଏକ ଯୁକ୍ତି ସଙ୍ଗୀତ ଉପାୟରେ ସଂଗଠିତ ହୋଇଥାଏ ଯେପରି ସେଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ସୃଷ୍ଟି ହୋଇଛି ତାହା ପ୍ରକାଶ କରିପାରୁଥୁବ ।
ନିମ୍ନରେ ସଂଖ୍ୟାଗୁଡ଼ିକର ବ୍ୟବହାର ସଂପର୍କରେ ସୁଚିତ କରାଯାଇଛି ।
‘କେତୋଟି?' ବା 'କେତେ ଦୂର ?' ସମ୍ବଳିତ ପ୍ରଶ୍ନର ଉତ୍ତର ଦେବା । ପରିମାଣର ସୁଚକ
‘କେତୋଟି ଅଧୁକ?' ବା 'କେତୋଟି କମ ? ' ସମ୍ବଳିତ ପ୍ରଶ୍ନର ଉତ୍ତର ଦେବା ପାଇଁ ସଂଖ୍ୟାମାନଙ୍କ ମଧ୍ୟରେ ସଂପର୍କ
ଗୋଟିଏ ପ୍ରଶ୍ନ ଅଛି “ମନେକର ଯଦି ସୀତା ଠାରୁ ଗୀତା ତିନି ଟଙ୍କା ଋଣ ନେଇଥୁଲା, ଗୀତା ଏକ ଟଙ୍କା ଋଣ ପରିଶୋଧ କରିବା ପରେ ସେ ସୀତାକୁ ଆଉ କେତେ ଟଙ୍କା ଦେବ” କିମ୍ବା "ମନ୍ତୁ ପ୍ରଥମ ମ୍ୟାଚରେ ଜିତି ତିନୋଟି କାଚ ଗୋଲି ପାଇଲା ଓ ଦ୍ଵିତୀୟ ମ୍ୟାଚରେ ପାଞ୍ଚଟି ଗୋଲି ହରାଇଲା । ମୋଟରେ ସେ କେତୋଟି କାଚଗୋଲି ହରାଇଲା” ? – ଏଭଳି ପ୍ରଶ୍ନର ଉତ୍ତର ଦେବା । ପରିମାଣରେ ପରିବର୍ତନ ସମ୍ବନ୍ଧୀୟ
ଟିକିଏ ଚିନ୍ତା କରନ୍ତୁ
ଆପଣଙ୍କ ଶ୍ରେଣୀରେ ଶିକ୍ଷାର୍ଥୀମାନେ କିପରି ଓ କେଉଁଥରେ ଗଣାମ୍ବକ ସଂଖ୍ୟାର ସଂସ୍ପର୍ଶରେ ଆସିଥୁବେ, ସେ Ο ସଂପର୍କରେ ଚିନ୍ତନ କରନ୍ତୁ । ଉଦାହରଣ ସ୍ୱରୂପ, ସେମାନେ ଆଇସକ୍ରିମ ଫ୍ରିଜରର ତାପମାତ୍ରା ଶୂନ ଡିଗ୍ରୀରୁ କମ୍ ବୋଲି ଅନୁମାନ କରିଥାଇପାରନ୍ତି । ଏହିଭଳି ଅନ୍ୟ କେଉଁ ପରିସ୍ଥିତରେ ସେମାନେ ଋଣାତ୍ମକ ସଂଖ୍ୟାର ସମ୍ମୁଖୀନ ହୋଇଥୁବେ ବୋଲି ଭାବୁଛନ୍ତି ?
ଶୂନ ଗୋଟିଏ ସଂଖ୍ୟା
ସଂଖ୍ୟାମାନଙ୍କୁ ବୁଝିବାରେ ଶୂନର ଏକ ପ୍ରମୁଖ ଭୂମିକା ରହିଛି । ଗଣିତ ଦୃଷ୍ଟିକୋଣରୁ, ଶୂନର ଅନେକ ଗୁଡ଼ିକ ଅର୍ଥ ରହିଛି ଓ ଶିକ୍ଷାର୍ଥୀମାନେ ସେଗୁଡିକୁ ଜାଣିବା ଆବଶ୍ୟକ । ଗୋଟିଏ ଅର୍ଥ ହେଉଛି, ଏହା "କିଛି ନାହିଁ " ପରିମାଣକୁ ସୁଖୋଇଥାଏ । ଏହାର ଅର୍ଥ ମଧ୍ୟ "କିଛି ହୋଇ ନାହିଁ” ଯେପରି ‘ଫୁଟବଲ ମ୍ୟାଚରେ କୌଣସି ଗୋଲ ହୋଇନାହିଁ କିମ୍ବା 'ଏବଂ ସଂଖ୍ୟାରେ ଦର୍ଶକ ସ୍ଥାନ ଓ ଏକକ ସ୍ଥାନରେ କିଛି ସଂଖ୍ୟା ନାହିଁ ।
ଶୂନକୁ ମଧ୍ୟ (0, 0) ସ୍ଥାନାଙ୍କ ଭାବେ ନିଆଯାଇ ମୂଳ ବିନ୍ଦୁଭାବେ ପରିକଳ୍ପନା କରାଯାଇଥାଏ ଓ ଏହାକୁ ଭିତ୍ତିକରି ଅନ୍ୟ ବିନ୍ଦୁମାନଙ୍କର ସ୍ଥାନାଙ୍କ ସ୍ଥିର କରାଯାଇଥାଏ । ଏହି ବିନ୍ଦୁରୁ ଦୁଇଟି ପରସ୍ପର ବିପରୀତ ଦିଗ ସଂପର୍କରେ ଚିନ୍ତା କରାଯାଇଥାଏ । ଋଣାତ୍ମକ ସଂଖ୍ୟାର ଶିକ୍ଷାଦାନ ବେଳେ ଶୂନର ଏଭଳି ଭିନ୍ନ ଭିନ୍ନ ଅର୍ଥକୁ ବୁଝିବାର ଆବଶ୍ୟକତା ପଡ଼ିଥାଏ ।
ରଣାତ୍ମକ ସଂଖ୍ୟା
ଯେତେବେଳେ କୌଣସି ସଂଖ୍ୟା ପୂର୍ବରୁ ଋଣାତ୍ମକ ବା ଫେଡାଣ ଚିହ୍ନ ଲଗାଇ ଦିଆଯାଏ, ତାହା ଶୂନ ତୁଳନାରେ କୌଣସି ସଂଖ୍ୟାର ଅବସ୍ଥିତିକୁ ବୁଝାଇଥାଏ । ସ୍ବାଭାବିକ ସଂଖ୍ୟାଗୁଡ଼ିକୁ ଧନାମ୍ବକ ସଂଖ୍ୟା ଭାବେ ଧରି ନିଆଯାଏ । ଉଭୟ ଧନାମ୍ବକ ଓ ଋଣାତ୍ମକ ସଂଖ୍ୟାର ପରିମାଣ, ବିସ୍ତାର ଓ ଦିଗ ଥାଏ । ରଣାତ୍ମକ ସଂଖ୍ୟାଗୁଡ଼ିକ ପରିମାଣ ଓ କ୍ରମାନ୍ୟତା ମଧ୍ୟରେ ଭ୍ରମ ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ, -4 ସାଧାରଣ ଭାବେ -1 ଠାରୁ ସାନ, ଯଦିଓ ସାଧାରଣ ଭାବେ (-4)ର ପରିମାଣ (-1) ଠାରୁ ଅଧୁକ ଭାବେ ଜଣାପଡେ ।
""""" make as brainliest please"""""