India Languages, asked by rashmiarman123, 9 months ago

ଲେଖକ ମଣିଷର ଦୋଷ ଓ ଗୁଣ ସଂପର୍କରେ କ’ଣ କହିଛନ୍ତି ?​

Answers

Answered by Anonymous
1

aita kau class and kau bisaya taku detail re deya .

then i can help u ✌

Answered by amritamohanty1472
26

Answer:

ଲେଖକ ମଣିଷର ଦୋଷ ଓ ଗୁଣ ବିଷୟରେ କହିଛନ୍ତି :-

ଦୋଷ ଗୁଣ ତ ସମସ୍ତଙ୍କର ଅଛି । ହେଲେ ଆମର କଥା ହେଉଛି ' ଦୋଷକୁ ଛାଡ଼ି ଗୁଣ ଶିଖିବା ' । ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ ଏହା କହିଛନ୍ତି ।

_________________________________________________________________

Chapter name - କଣ ଶିଖିବା

Class - ୬

ଧନ୍ୟବାଦ !!

Similar questions