World Languages, asked by tapukumara471540, 9 months ago

ହୋଲିପ
ଓଡିଓ
୪ ୨
ଗାଁର ଶେଷେ ଏକଣା ଘରେ
ବଉଳ ଫୁଲ ଯେଉଁଠି ଝରେ,
ଥିଲା ଯେ ପୁଣି ବିଧବା ଏକ
ବାଳୁତ ତା’ର ଛୁଆଟି ।
ଛୋଟ ମୋର ଗାଆଁଟି !
ହବିଷ ଖାଇ ଚଉରା ମୂଳେ
ନିତି ସେ ଆସି ପ୍ରଣତି ଜାଳେ,
ଆକାଶଦୀପ ହୋଇ ଯେ ଜଳେ
ଭୋକିଲା ତା’ର ‘ସାହା’ଟି ।
ଛୋଟ ମୋର ଗାଆଁଟି !
ଏସବୁ କଥା ଛବିଟି ପରି
ପ୍ରବାସେ ମନେ ଉଠଇ ଝଳି ।
ଇଚ୍ଛା ହୁଏ ମାଟିରେ ତା’ର
ଶିରଟି ଥରେ ନୁଆନ୍ତି ।
ଛୋଟ ମୋର ଗାଆଁଟି !​

Answers

Answered by Anonymous
17

ପ୍ରକୃତରେ ବହୁତ ଭଲ କବିତା | କେବଳ ଗାଁର ଶେଷରେ .... ମୁଁ ଭାବୁଛି ତୁମେ ଭଲ କବି ହୋଇପାରିବ |

Similar questions