୨. ନିମ୍ନପ୍ରଦତ୍ତ ଶବ୍ଦଗୁଡ଼ିକର ୫ଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
(କ) ଆକାଶ
(ଖ) ଗଙ୍ଗା
(ଗ) ନୌକା
(ଘ) ଶିବ
Answers
Answered by
8
Answer:
କ ଅମ୍ବର ଗଗନ ବ୍ୟୋମ ବିହାୟସ ଅନ୍ତରୀକ୍ଷ
ଖ ଯାନି ନାହିଁ
ଗ ନଇଁ ଡଙ୍ଗା ପୋତପାଳ
ଘ ଶଙ୍କର ମହାକାଳ ତିନେତ୍ର ମହେଶ୍ଵର
Explanation:
mark as brainliest
Answered by
1
Answer:
(କ) ନଭ , ଗଗନ , ବିହାୟସ , ଖ ,
(ଖ) ଭାଗିରଥି
(ଗ) ଡଙ୍ଗା , ପତୋପାଲ
(ଘ) ନଟରାଜ , ଶଙ୍କର , ଚନ୍ଦନେଶ୍ଵର , ଭୋଳାବାବା
Similar questions
Math,
4 months ago
Business Studies,
9 months ago
Math,
9 months ago
Physics,
1 year ago
Biology,
1 year ago