India Languages, asked by patraguddu2, 9 months ago

ବାକ୍ୟ ଗଠନ କର ।
ଖଞ୍ଜ, ବ୍ୟାଗ୍ରସ୍ତ, ଆୟତ୍ତ, ବିଡ଼ମ୍ବନା, ଇଚ୍ଛାପୂର୍ବକ​

Answers

Answered by sanjayksingh879
8

Explanation:

ବନ୍ୟ ଗୟଳର ପ୍ରାଣୀବିଜ୍ଞାନ ନାମ ହେଲା Bos gaurus । ହିନ୍ଦୀରେ ଏମାନଙ୍କୁ “ଗୌର୍” ବୋଲି କୁହାଯାଏ । କେତେକ ବନ୍ୟ ଗୟଳକୁ “ଭାରତୀୟ ଗୟଳ” ମଧ୍ୟ କୁହନ୍ତି । ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ବନ୍ୟ ଗୋରୁ ଜାତୀୟ ପ୍ରାଣୀଙ୍କ ମଧ୍ୟରେ ଗୟଳ ଆକାରରେ ସବୁଠାରୁ ବଡ । ୧୯୮୬ ମସିହାରୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature - IUCN)ଦ୍ୱାରା ପ୍ରକାଶିତ ଲାଲ୍ ତାଲିକାରେ ଗୟଳକୁ “Vulnerable” ଶ୍ରେଣୀଭୁକ୍ତ କରାଯାଇଛି । ସାମ୍ପ୍ରତିକ ସମୟରେ ଗୟଳମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତେବେ ସଂରକ୍ଷିତ ଜଙ୍ଗଲମାନଙ୍କରେ ଏମାନଙ୍କ ସଂଖ୍ୟା ସ୍ଥିର ରହିଛି ବା ବଢୁଛି । ପୂର୍ହରୁ ଅବହେଳିତ ଥିବା କେତେକ ଅଞ୍ଚଳରେ ଏବେ ଗୟଳମାନଙ୍କର ପୁନରୁତ୍ଥାନ କରାଯାଇପାରିଛି ।[୧]

PLZ MARK ME BRAINLEAST ANSWER AND FOLLOW ME

Similar questions