India Languages, asked by debasish7606844, 5 months ago

ସାହିତ୍ୟ ଦୀପ୍ତି
୮ ୯
ନମୁନା ପ୍ରଶ୍ରାବଳୀ
କ) ବିକଳ୍ପ ସହି ସମ୍ଭାବ୍ୟ ଉତ୍ତର ମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ )
) ନିର୍ବାସିତ ବ୍ୟକ୍ତିଟି କେଉଁ ଆଡ଼କୁ ଦେଖୁଥିଲା ?
(କ) ତଳକୁ
(ଖ) ଉପରକୁ
(ଗ) ଆଗପଟକୁ (ଘ) ଚଉଦିଗକୁ (ର - ତାର
୨) ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ଯାହାସବୁ ଦେଖୁଥିଲା, ସେ ସବୁର ସେ କ’ଣ
ବୋଲି ଭାବୁଥିଲା ?
(କ) ସେବକ
(ଖ) ସାଥୀ
(ଗ) ଅଧୀଶ୍ୱର
(ଘ) ଅଧୀନ
0) ନିର୍ଜନ ଦୀପରେ ନିର୍ବାସିତ ବ୍ୟକ୍ତିଟି ପାଖରେ କେତେ ଲୋକ ଥିଲେ ?
(କ) ଅଳ୍ପ ଲୋକ (ଖ) ବହୁଲୋକ
(ଗ) ଆଉ ଜଣେ ଲୋକ (ଘ) କିଛି ଲୋକ ନଥିଲେ ।
୪) କୀଟ, ପତଙ୍ଗ, ପକ୍ଷୀ, କେଶରୀ, କରୀ ଓ ପଶୁ- ଏସବୁ କାହାର ସୃଷ୍ଟିଥିଲା
ବୋଲି ସେ ଭାବୁଥିଲା ?
(କ) ଭଗବାନଙ୍କର
(ଖ) ପeଡ଼ୋଶୀଙ୍କର
(ଗ) ରାଜାଙ୍କର
(ଘ) ତା ନିଜର
) ମୁନି ନିୟନକୁ କିଏ ମୋହିତ କରିଛି ?
ଧନି​

Answers

Answered by ayushbagisback
1

କେମିତି୤ ଅଛ,...................

Similar questions