India Languages, asked by archanamili2016, 8 months ago

୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା ଭାରତରେ ସର୍ବତ୍ର ଶୋକ ପାଳିତ ହେଲା କିନ୍ତୁ ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ I ସଭରକର୍ ଗୋଟିଏ ସଭା ଡାକି ସେଥିରେ ଓଜସ୍ବିନୀ ଭାଷଣ ଦେଲେ I ସେ କହିଲେ କି ଆମ ଦେଶର ଶତ୍ରୁ ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା I (ଏଥିରେ ଥିବା ମାତ୍ରା ଗୁଡିକୁ ଚିହ୍ନଟ କର ଏବଂ ସଠିକ୍ ଉତ୍ତର ବାଛ I ) *
କ ) 'ଏ' କାର , 'ଐ' କାର , 'ଇ' କାର , 'ଈ' କାର , 'ଆ' କାର , 'ଉ' କାର
ଖ ) 'ମ' କାର ,'ବ' କାର , 'ର' କାର , 'ନ' କାର
ଗ) 'କ' କାର , 'ୟ' କାର , 'ଦ' କାର , 'ପ' କାର ,
ଘ ) ''ସ' କାର , 'ଊ' କାର , 'ଟ ' କାର , 'ଠ' କାର , 'ଥ' କାର​

Answers

Answered by happin2005
1

Answer:

pathama utar ti thik means option 1 .

PLZ Mark as brainlist answer....

Similar questions