India Languages, asked by ronita05, 8 months ago

ଆପଦର ବିପରୀତ ଶବ୍ଦ କଣ? *

ବିପଦ

ସମ୍ପଦ

ସମୟ

ସକାଳର ବିପରୀତ ଶବ୍ଦ କଣ? *

ଦିନ

ସନ୍ଧ୍ୟା

ରାତି

ଗଢିବାର ବିପରୀତ ଶବ୍ଦ କଣ? *

ତିଆରି

ଭାଙ୍ଗିବା

ମନେ କରିବା

ଦୋଷର ବିପରୀତ ଶବ୍ଦ କଣ? *

ଦୋଷୀ

ନିର୍ଦ୍ଦୋଷ

ସାଙ୍ଗ

ବିଳମ୍ବର ବିପରୀତ ଶବ୍ଦ କଣ? *

ଡେରି

ଶୀଘ୍ର

ଅସମୟ

ବଗିଚାର ପ୍ରତିଶବ୍ଦ କଣ? *

ଜଙ୍ଗଲ

ଉଦ୍ୟାନ

ବନ

ବୃକ୍ଷର ପ୍ରତିଶବ୍ଦ କଣ? *

ଲତା

ଗଛ

ବଣ

କାରିଗରର ପ୍ରତିଶବ୍ଦ କଣ? *

ଶିଳ୍ପୀ

ମୂଲିଆ

କୁମ୍ଭାର

ନୀରର ପ୍ରତିଶବ୍ଦ କଣ? *

ଅନ୍ନ

ପାଣି

ଧାନ

ଚୂଳର ପ୍ରତିଶବ୍ଦ କଣ? *

ପଛ

ଶିଖ

ମୁଣ୍ଡ

ମଜାର ଶବ୍ଦାର୍ଥ କଣ? *

ଦୁଃଖ

ଖୁସି

ରକମ

ଛପାର ଶବ୍ଦାର୍ଥ କଣ? *

ଚାଦର

ଆସନ

ଗାମୁଛା

ହିଆର ଅର୍ଥ କଣ? *

କାନ୍ଧ

ଛାତି

ହାତ

ଭାରର ଅର୍ଥ କଣ? *

ହାଲୁକା

ଉଜନ

ଢେର

ପାଟର ଅର୍ଥ କଣ? *

ଗୌଣ

ମୁଖ୍ୟ

ମୂଲ୍ୟ

ପାଟ କାରିଗରର ବାଳୁତପୁଅ ତା ବାପା ପାଖକୁ କଣ ନେଇ ଆସିଥିଲା? *

ବଗିଚାର ବରକୋଳି

ଲିଚୁ

ଲେମ୍ବୁ

ବାରଶହ ବଢେଇ କେତେଦିନ ଲାଗି ଦେଉକ ତିଆରି କରିଥିଲେ? *

ବାରବର୍ଷ

ଦୁଇବର୍ଷ

ସାତବର୍ଷ

ବଙ୍ଗଦେଶର କେଉଠାରେ ଶାନ୍ତିନିକେତନ ଅବସ୍ଥିତ ଥିଲା? *

ଝାରସୁଗୁଡା

ବୀରଭୂମ

ସମ୍ବଲପୁର

ରବୀନ୍ଦ୍ରନାଥଙ୍କ ଚେହେରା ଦେଖିବାକୁ କିପରି ଥିଲା? *

ମୁନିରୁଷି ପରି

କଦାକାର

ଅତି ସୁନ୍ଦର

ବନବିଦ୍ୟାଳୟକୁ କିଏ ଗଢିଥିଲେ? *

କୁଳମଣି ସାମଲ

ଗୋଦାବରୀଶ ମିଶ୍ର

ଗୋପବନ୍ଧୁ ଦାସ

ବାରଶ ବଢେଇ ବସାକୁ ଗଲେ ମଧ୍ୟ ତାଙ୍କ ମନରେ କିଭଳି ଭାବ ଜାଗ୍ରତ ହୋଇଥିଲା? *

ଭଯଭାବ

ଘୃଣାଭାବ

ଖୁଶିଭାବ

ଆପଦର ଅର୍ଥ କଣ? *

ସମ୍ପଦ

ବିପଦ

ସମୟ

ହାଲର ଅର୍ଥ କଣ? *

ବ୍ୟବସ୍ଥା

ଅବସ୍ଥା

ପରିସ୍ଥିତି

ମେଳଣର ଅର୍ଥ କଣ? *

ଯାତ୍ରା

ମେଳା

ସିନେମା

ବିଶ୍ଵର ଅର୍ଥ କଣ? *

ସାଗର

ନଦୀ

ପୃଥିବୀ

ମନ ବଲିଲା ର ଅର୍ଥ କଣ? *

ଇଚ୍ଛାହେଲା

ଚିନ୍ତାହେଲା

ରାଗହେଳା

ଆନନ୍ଦର ବିପରୀତ ଶବ୍ଦ କଣ? *

ଖୁସି

ନିରାନନ୍ଦ

ଘୃଣା

ପୂର୍ଣ୍ଣର ବିପରୀତ ଶବ୍ଦ କଣ? *

ଦୁଇ

ଶୂନ୍ୟ

ଚାରି

ପତ୍ରର ପ୍ରତିଶବ୍ଦ କଣ? *

ଗଛ

ଛଦନ

ଫୁଲ

ନେତ୍ରର ପ୍ରତିଶବ୍ଦ କଣ? *

ନୟନ

କାନ

ମୁଣ୍ଡ

Submit


Answers

Answered by basantimangaraj87
3

Answer:

1.B

2.C

3.B

4.B

5.B

6.B

7.B

8.A

9.B

10.B

11.C

12.A

13.A

14.B

15.A

16.A

17.A

18.B

19.A

20.B

21.A

22.A

23.B

24.A

25.C

26.A

27.B

28.B

29.B

30.A

Answered by mousam8673
0

Answer:

  • ବିପଦ
  • ସନ୍ଧ୍ୟା
  • ଭାଙ୍ଗିବା
  • ନିର୍ଦ୍ଦୋଷ
  • ଶୀଘ୍ର
  • ଉଦ୍ୟାନ
  • ଗଛ
  • ଶିଳ୍ପୀ
  • ପାଣି
  • ମୁଣ୍ଡ

Similar questions