CBSE BOARD X, asked by mansirani675, 4 months ago

୪.
ସରଳ ଭାଷାରେ ବୁଝାଇ ଲେଖା ।
(କ) ‘ଛୋଟ ମୋର ଗାଆଁଟି
ଭୂଗୋଳ ପୋଥ - ପତରେ ପଛେ ନ ଥାଉ ତାର ନାଆଁଟି ।
(ଖ) ‘ଇଚ୍ଛା ହୁଏ ମାଟିରେ ତା'ର
ଶିରଟି ମୋର ନୁଆଁନ୍ତି ।​

Answers

Answered by mousam8673
4

Answer:

କ) ଉଦ୍ଧୃତ ପଦ୍ୟାଂସ ଟି ମାଟିର କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ "ଛୋଟ ମୋର ଗାଁ ଟି " କବିତା ରୁ ଆସିଅଛି ।ଏଠାରେ କବି ନିଜ ଗାଁ ବିଷୟରେ ବର୍ଣ୍ଣନା କରିଛନ୍ତି ।

ସମୟର ସୁଅ ରେ କବି ନିଜର ଭବିଷ୍ୟତ ଗଢ଼ିବାକୁ ପଲ୍ଲୀ ଭୂମି ଛାଡ଼ି ସହର ରେ ରହୁଛନ୍ତି । ସେତେବେଳେ ତାଙ୍କ ମାନସ ପଟରେ ପଲ୍ଲୀ ର ସେଇ ମନଲୋଭା ଦୃଶ୍ୟ ଭାସି ଉଠୁଛି । ସେ କହିଛନ୍ତି ମୋ ଗାଁ ହେଉଛି ମୋ ପାଇଁ ମାଆ ,ସେ ଯେତେ ଛୋଟ ହେଉଥାଉ ମୋର ସେଥିରେ କିଛି ଅସୁବିଧା ନାହିଁ ।କୌଣସି ମାନଚିତ୍ର ରେ ତା ନାମ ନଥିଲେ ମଧ୍ୟ ସେ ମୋ ପାଇଁ ବଡ ଓ ଚିର ନମସ୍ୟ ।

Similar questions