Math, asked by ladigayatri, 6 months ago

(ଗ) ପଠାଣିସାମନ୍ତଙ୍କ କେଉଁ ଗଣନା ଆଶ୍ଚର୍ଯ୍ୟଜନକ ?
(୨) ପାହୁଣ୍ଡ
(୩) ହାତ
(୪) ଯନ୍ତ୍ର
(୧) ଅନୁମାନ

Answers

Answered by ayushyadav2515
0

Answer:

ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩,ଇତ୍ୟାଦି । ୧ ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ ଗଣନ ସଂଖ୍ୟା କୁହାଯାଏ । ଗଣନ ସଂଖ୍ୟା ସମୁହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୁହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ ପ୍ରାକୃତିକ ସଂଖ୍ୟା କୁହାଯାଏ ।

Step-by-step explanation:

Similar questions