History, asked by loknathjena1234567, 7 months ago

କ) ଗୋପବନ୍ଧୁଙ୍କୁ କାହିଁକି ଏକ ମାସ ଜେଲ୍ ଭୋଗିବାକୁ ପଡ଼ିଥିଲା ?
ଖ) ସାଇମନ୍ କମିସନ୍ କାହିଁକି ଭାରତକୁ ଆସିଥିଲେ ?
ଗ) ଭାରତଛାଡ଼ ଆନ୍ଦୋଳନ ବେଳେ ପୋଲିସ୍‌ର ମୁକାବିଲା ପାଇଁ ଓକି
ତିନୋଟି ବାହିନୀ ଗଠନ କରାଯାଇଥିଲା ?
ଘ) ମାନ୍ଦ୍ରାଜ୍ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୃଷ୍ଣଚନ୍ଦ୍ର ଗଜପତି
ଜମିଦାରୀକୁ ଓଡ଼ିଶା ସୀମାରେ ଅନ୍ତର୍ଭୁକ୍ତ କରିପାରିଲେ ?
ଡ) ସାବାଳକ ମତଦାନ ପ୍ରଥା କହିଲେ କ’ଣ ବୁଝି ?
୨. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
(ex
କ) ଜେନେରାଲ ଡାୟାର କିଏ ?
ଖ) ନେତାଜୀଙ୍କୁ ବର୍ମାର କେଉଁ ଜେଲରେ ରଖାଯାଇଥିଲା ?​

Answers

Answered by sneha704190
1

ନୂଆଦିଲ୍ଲୀ: ଏକ ବିଶାଳକାୟ ପୋଷା ଜୋକ ଜଣେ ବ୍ୟକ୍ତିଙ୍କ ହାତରୁ ରକ୍ତ ଶୋଷୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭାଇରାଲ କ୍ଲିପ୍‌ରେ ଏକ ବିଶାଳ ଜୋକକୁ ଦେଖିବାକୁ ମିଳୁଛି। ଭିଡିଓଟି ୟୁଟୁବ୍‌ରେ ୨୦୧୫ରେ ସେୟାର କରାଯାଇଥିଲ। । ଏହାକୁ ନିକଟରେ ଜଣେ ରେଡିଟ ବ୍ୟବହାରକାରୀ ସେୟାର କରିବାପରେ ଏହି ଭିଡିଓଟି ପୁଣି ଲୋକଲୋଚନକୁ ଆସିଛି।

ରେଡିଟରେ ଜୋକ ରକ୍ତ ଶୋଷୁଥିବାର ଭିଡିଓକୁ “Keeping a pet leech’’ର କ୍ୟାପସନ୍‌ ସହିତ ସେୟାର କରାଯାଇଛି । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

your answer.......

Similar questions