CBSE BOARD X, asked by bishmabodek, 7 months ago

୫. ନିମ୍ନଲିତ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥୁବା ଆଉ ଗୋଟିଏ ଶବ୍ଦ ଲେଖ
ନୟନ, ଢେଉ, ଗଛ, ଭ୍ରମର, ଜଳ, ସମୀର, ଶେଫାଳୀ
୬. କବିତାରେ ଥିବା ପଦରୁ ଗୋଟିଏ ଧାଡ଼ି ଦିଆଯାଇଛି । ପରବର୍ତ୍ତୀ ଧାଡ଼ିଟି
(କ) ମଧୁର ତାର ମହକ ରାଶି
(ଖ) ଦୂରେ ଯେ ଥିଲେ ବାଳକ ଦଳ..
(ଗ) ସୁଅର ଏକ ପାଶେ..........
(ଘ) ହଲାଇ ଗଛ ପତରରାଶି.........
୧୯​

Answers

Answered by archanamili2016
7

Answer:

୫ . ନୟନ - ନେତ୍ର , ଢେଉ - ତରଙ୍ଗ , ଗଛ - ତରୁ , ବୃକ୍ଷ , ଭ୍ରମର - ଭଅଁର , ଜଳ - ପାଣି , ସମୀର - ପବନ , ଶେଫାଳୀ - ଗଙ୍ଗଶିଉଳି

Similar questions