Art, asked by swadhin32, 7 months ago

ବିଶେଷ୍ୟ ପଦ କାହାକୁ କୁହାଯାଏ ? -​

Answers

Answered by kumar037
7

Answer:

you are from odisha

me too

from odisha

which district

Explanation:

Answered by amritamohanty1472
15

Answer:

 \huge \fbox {Answєr♡}

ଯେଉଁ ପଦ କୌଣସି ବ୍ୟକ୍ତି,ଜାତି, ବସ୍ତୁ,ଗୁଣ ଓ କ୍ରିୟାର ନାମକୁ ବୁଝାଏ ତାକୁ ବିଶେଷ୍ୟ ପଦ କୁହାଯାଏ ।

✪ More Info ✪

ଏହା ୫ ପ୍ରକାରର :-

  • ➢ ବ୍ୟକ୍ତିବାଚକ ବିଶେଷ୍ୟ
  • ➢ ଜାତିବାଚକ ବିଶେଷ୍ୟ
  • ➢ ବସ୍ତୁବାଚକ ବିଶେଷ୍ୟ
  • ➢ ଗୁଣବାଚକ ବିଶେଷ୍ୟ
  • ➢ କ୍ରୀୟାବାଚକ ବିଶେଷ୍ୟ

ଉଦ୍ଧାରଣ :-

ବ୍ୟକ୍ତିବାଚକ ବିଶେଷ୍ୟ - ଗଙ୍ଗା , ବ୍ରହ୍ମପୁତ୍ର

ଜାତିବାଚକ ବିଶେଷ୍ୟ - ନଦୀ, ପର୍ବତ

ବସ୍ତୁବାଚକ ବିଶେଷ୍ୟ - ଲୁହା , କାଠ

ଗୁଣବାଚକ ବିଶେଷ୍ୟ - ସାଧୁତା,ନିଷ୍ଠା

କ୍ରୀୟାବାଚକ ବିଶେଷ୍ୟ - ଗମନ, ଚାଲି

______________________________

____________________

❥ @αmrítαmσhαntч1472

Similar questions