India Languages, asked by sankarsananayak940, 5 months ago


ସ, ଜାଣିବା କେତୋଟି ନୂତନ ଶବ୍ଦ
ମାହାମ୍‌, କ୍ଷୀର, ନିତ୍ୟେ, ତୋଷ, ଇହପରଲୋକ
ଅଭ୍ୟାସକାର୍ଯ୍ୟ
(୧) ଆସ, କଥାବାର୍ତ୍ତା ହେବା
(କ) ଓଡ଼ିଆ ଭାଗବତ ରଚୟିତା କିଏ ?
(ଖ) କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ?
(ଗ) ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ ‘ବୃକ୍ଷ ମାହାନ୍ୟ କବିତାଟି ଆଣାଯାଇଛି ?
(ଘ) କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ?
(ଡି) ଯମୁନା ବିଷୟରେ କ’ଣ କୁହାଯାଇଛି ?
(୨) ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖୁବା ।
(କ) ଶ୍ରୀକୃଷ୍ଣଙ୍କ ନାମ ‘ଦାମୋଦର’ ହୋଇଛି; ଏହାର କାରଣ କ’ଣ ?
(ଖ) ଗୋପବାଳକମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି ?
(ଗ) ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ କ’ଣ ?
))
ne​

Answers

Answered by ritikamrit260
3

Answer:

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ:

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

Similar questions