୪.
ଅନୁଶୀଳନୀ
୧. ଶବ୍ଦ କାହାକୁ କହନ୍ତି ?
୨. ଶବ୍ଦ କେତେ ପ୍ରକାର ଓ କ’ଣ କ’ଣ ?
୩. ନଈ' ଶବ୍ଦଟି କେଉଁ ମୂଳଶବ୍ଦରୁ ଉତ୍ପନ୍ନ ହୋଇଛି ?
‘ ଗଧ’ର ତସମ ରୂପଟି କ’ଣ ?
୫. ଦ୍ରାବିଡ଼ ଭାଷାରୁ ଆମାଭାଷାକୁ ଆସିଥିବା ଦୁଇଟି ଶବ୍ଦର ନାମ ଲେଖ ।
୬. ‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମଭାଷାକୁ ଆସିଛି ?
ଆମଭାଷାରେ ପ୍ରଚଳିତ ହେଉଥିବା ପାଞ୍ଚଟି ଇଂରାଜୀ ଶବ୍ଦର ନାମ କୁହ ।
୮. ନିମ୍ନଲିଖୁତ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କର ।
କିଶୋର, ବଧୂ, ବଗୁଲୀ, ପିତା, ସ୍ଵାମୀ ।
Answers
Answered by
2
Answer:
sabda kete prokaro ro aou kana kana
Similar questions