Chinese, asked by samarakerketta5921, 5 months ago

- ଦିନ ଆକାଶରେ ପୂର୍ଣ୍ଣଚନ୍ଦ୍ର ଦେଖାଯାଇଥାଏ ।
ଆଲୋକିତ ଅଂଶ ମୋଟେ ଦେଖାଯାଏ ନାହିଁ ।
। ଶୂନ୍ୟସ୍ଥାନ ପୂରଣ କର ।
(ଖ) ପୂର୍ତ୍ତି ମୀ ପରେ
ମିନିଟ
(ଗ)– ର ଆବର୍ଭନ ଓ ପରିକ୍ରମଣ କାଳ ସମାନ ।
(ଘ)ଗୋଟିଏ ଘଡ଼ିକ ହେଉଛି
(ଡି)ଚନ୍ଦ୍ରର ସର୍ବଦା 'ଏକ ପାର୍ଶ୍ଵ — ଆଡ଼କୁ ରହିଥାଏ
. (କ) ପୂର୍ଣ୍ଣମୀ, (ଖ) ୧୫ , (ଗ) ଚନ୍ଦ୍ର, (0);​

Answers

Answered by altafishaikh751
0

Answer:

5ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣକୁ କଲେ ଉଦଘାଟନ

‘‘5ଜି ଦେଶରେ ଏକ ନୂଆ ଯୁଗର ଆରମ୍ଭ କରିଛି । 5ଜି ସହିତ ଏକ ଅପାର ସମ୍ଭାବନା ଆରମ୍ଭ ହୋଇଛି’’

‘‘ନୂତନ ଭାରତ କେବଳ ପ୍ରଯୁକ୍ତିର ଏକ ସାଧାରଣ ଦର୍ଶକ ହୋଇ ରହିବ ନାହିଁ, ବରଂ ଭାରତ ପ୍ରଯୁକ୍ତି ବିକାଶ ଓ କାର୍ଯ୍ୟକାରିତାରେ ସକ୍ରିୟ ଭୂମିକା ଗ୍ରହଣ କରିବ’’

‘‘5ଜି ସହିତ ଭାରତ ଦୂରସଞ୍ଚାର ପ୍ରଯୁକ୍ତି କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକ ବିଶ୍ବ ମାନକ ପ୍ରତିଷ୍ଠା କରିଛି’’

‘‘୨୦୧୪ରେ ଆଦୌ ମୋବାଇଲ ରପ୍ତାନି କରୁନଥିବା ଭାରତ, ଆଜି ବିଦେଶକୁ ହଜାର ହଜାର କୋଟି ଟଙ୍କାର ମୋବାଇଲ ଫୋନ ରପ୍ତାନି କରୁଛି’’

‘‘ଦେଶର ସାଧାରଣ ନାଗରିକଙ୍କ ବୁଝିବା ଶକ୍ତି, ଜ୍ଞାନ ଓ ଜିଜ୍ଞାସୁ ମାନସିକତା ଉପରେ ମୋର ସବୁବେଳେ ସମ୍ପୂର୍ଣ୍ଣ ବିଶ୍ବାସ ରହିଥିଲା’’

‘‘ଡିଜିଟାଲ ଇଣ୍ଡିଆ କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟମୀ, ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇ ଦେଇଛି’’

‘‘5ଜି ପ୍ରଯୁକ୍ତି କେବଳ ଦ୍ରୁତ ଇଣ୍ଟରନେଟ୍‌ ସଂଯୋଗରେ ସୀମିତ ରହିବ ନାହିଁ, ବରଂ ଏଥିରେ ଜୀବନ ବଦଳାଇବାର ସାମର୍ଥ୍ୟ ରହିଛି’’

Explanation:

please mark me as a brainliest

Similar questions