English, asked by amitpatel5891, 4 months ago


ମୀନା : ନାନା, ରୀତା କୁଆଡ଼େ ଯାଇଛି କି ?
ନୀନା : ରୀତା ପରା ମାମୁଁ ଘରକୁ ଯାଇଛି ।
ମୀନା : ସେ କେବେ ଫେରିବ ?
ନୀନା : ରବିବାର ସେ ମାମୁଁଙ୍କ ସାଙ୍ଗରେ ଫେରିବ ।
ମୀନା : ତା’ ବହିଥାକରୁ ମୋ ଭୂଗୋଳ ବହି ଆଣିପାରିବୁ ।
ନୀନ : ଟିକିଏ ଅପେକ୍ଷା କର, ମୁଁ ତୋ’ ବହି ଆଣୁଛି ।
translate in English​

Answers

Answered by PriyankaPriyanka
0

Answer:

Meena : Nina where is rita went?

Nina : Rita went to his Mama's house.

Mina : When does she returns?

Nina : He returns on Sunday with her Mama.

Mina : Can you takes my Geography book on his study cuboard.

Nina : You can wait sometimes I will gives you.

Hope it's helpful.

Similar questions