India Languages, asked by Donotmind, 2 months ago

'ଅନଲାଇନ ଶିକ୍ଷା' ଆଜି ମଧ୍ୟ ଗ୍ରାମାଞ୍ଚଳ ରେ ଅପହଞ୍ଚ ଏଥି ନିମନ୍ତେ ବାର୍ଷିକ ପରୀକ୍ଷା ଘୁଞ୍ଚାଇବା ପାଇଁ ଶିକ୍ଷାମନ୍ତ୍ରୀ କୁ ଦରଖାସ୍ତ କର |
Do it fast guys
No spam pls otherwise answer will be reported .

Answers

Answered by praveen77jaiswal
1

Answer:

hi

Explanation:

ଅଭୟକାନ୍ତଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ

ଅଭୟକାନ୍ତଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ

By SATYA SANDHANA DESK on November 28, 2020

ଖବର ଆଜିର,ତାରିଖ ୨୮-୧୧-୨୦ ଶନିବାର

୧-ନାଗାର୍ଜୁନ ବେଶରେ ମହାପ୍ରଭୁ,ଦର୍ଶନ ରୁ ବଞ୍ଚିତ ଭକ୍ତ ।

୨-ଅଭୟକାନ୍ତଙ୍କ ଉପରେ ଆକ୍ସନ । ଚାକିରିରୁ ନିଲମ୍ବିତ ହେଲେ ଆଇଏଫଏସ ଅଭୟକାନ୍ତ ପାଠକ ।

୩-‘ଆଉଟ୍ ଅଫ୍ ଟର୍ଣ୍ଣ’ ପଦୋନ୍ନତି ବ୍ୟବସ୍ଥାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ।

୪-ପରୀ ହତ୍ୟା ମାମଲା : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଉଦବେଗ, ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ।

୫-ଆଜି କୋଭିଡ ଟୀକା ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ତିନୋଟି ଅନୁଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ।

୬-ଟିକା ବିନା ଅଫିସ ଯିବାକୁ ଡ଼ରୁଛନ୍ତି ୮୩% କର୍ମଚାରୀ: ସର୍ଭେ ରିପୋର୍ଟ .।

୭-ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୮-ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ହୋଇଛି କଟକ – ଗୋଟିଏ ମାସରେ ଜବତ ହେଲାଣି ୩ କାରଖାନା ।

୯-ଡିସେମ୍ବର ପହିଲାରୁ ରାଜ୍ୟରେ ଖୋଲିବ ମେଡିକାଲ କଲେଜ । ସମସ୍ତ ମେଡିକାଲ କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର ।

୧୦-ବିଜେପିର ବଡ ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ ।

୧୧-ଇରାନ ଆଣବିକ କାର୍ଯ୍ୟକ୍ରମର ଶୀର୍ଷ ବୈଜ୍ଞାନିକ ମୋହସିନ ଫକିରଜ୍ୟାଦାଙ୍କୁ ହତ୍ୟା ।

୧୨-୨୦୧୬ରୁ ୨୦୨୦ – ପାଞ୍ଚ ବର୍ଷ ପାଇଁ ଘୋଷଣା ହେଲା ଧର୍ମପଦ ପୁରସ୍କାର ।

୧୩-ବାଇକ ଓ ସ୍କୁଟର ଚାଳକଙ୍କ ପାଇଁ ମୋଦି ସରକାରଙ୍କ ବଡ ପଦକ୍ଷେପ, ବାଧ୍ୟତାମୂଳକ ହେଲା ବିଆଇଏସ୍ ହଲମାର୍କ ହେଲମେଟ୍ ।

୧୪-କର୍ଣ୍ଣାଟକ ବିଜେପିରେ ବିଦ୍ରୋହ: ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ‘ଲଗାମ ଦିଅ ନହେଲେ ବିଦା କର’, ଦିଲ୍ଲୀରେ ମନ୍ତ୍ରୀ-ବିଧାୟକ ମେଳି ।

୧୫-ଅର୍ଣ୍ଣବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ ।

୧୬-ଅଭୟକାନ୍ତଙ୍କ ନାଁରେ ଆସିଲା ଆଉ ଏକ ସାଂଘାତିକ ଅଭିଯୋଗ । କୋରାପୁଟରେ ଥିବା ସମୟରେ ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

୧୭-ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ ।

୧୮-ଅର୍ଥନୀତି ପାଇଁ ଭଲ ଖବର । ଗତବର୍ଷ ତୁଳନାରେ ଦ୍ୱିତୀୟ କ୍ୱାର୍ଟରରେ ମାତ୍ର ୭ଦଶମିକ ୫ପ୍ରତିଶତ କମିଲା ଜିଡିପି । ଷ୍ଟକ ବଜାରରେ ଉତ୍ସାହ ଆଣିଥିଲା ଭ୍ୟାକସିନ ପରୀକ୍ଷଣର ଖବର

pls mark my answer has brilliant

Answered by pparikutti
0

ஹாய் நீங்கள் இன்று எப்படி இருக்கிறீர்கள், தயவுசெய்து என்னை மூளைச்சலவை எனக் குறிக்க உதவுகிறது என்று நம்புகிறேன்

Similar questions