୨.
ବନୀ ମଧ୍ୟରୁ ଉପଯୁକ୍ତ ଭତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
ରେ ରହେ । (ଗାତ, ହୁଙ୍କା, ଗୁମ୍ଫା)
(ଖ) ଗାଈ ରହୁଥିବା ଘରକୁ
(ର) କୁକୁଢ଼ାଠାରୁ ଆମେ ପାଇ ।(ଚମଡ଼ା, କ୍ଷୀର, ଅଣ୍ଡା)
(ଘ) ପସଢ଼ା ଜିନିଷ ଖାଇ
( କାଉ, ବତକ, ଶୁଆ)
ନିମ୍ନଲିଖୁତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଗଛରେ ରହୁଥିବା ସ୍ପରୋଟି ପ୍ରାଣୀଙ୍କ ନାମ କୁହ ।
(ଖ) ଭାର ବୋହିବା ପାଇଁ କେଉଁ କେଉଁ ପ୍ରାଣୀ ଆମକୁ ସାହାଯ୍ୟ କରନ୍ତି ।
(ଗ) ମହୁମାଛି ଆମ ପାଇଁ କାହିଁକି ଉପକାରୀ ?
(ଘ) ଆମେ ଘରେ ବିଲେଇ କାହିଁକି ପାଳୁ ?
(ଡି) ଜିଆକୁ କୃଷକର ବନ୍ଧୁ କହିବା କାହିଁକି ?
କହନ୍ତି । ଗୁହାଳ, ଭାଡ଼ି, ପରି) '
ରାସ୍ତାଘାଟ ପରିଷ୍କାର କରେ ।
Answers
Answer:
ପ୍ରେମରେ ଭିଜିଥିବା ପ୍ରେମୀ ତା’ର ପ୍ରେମିକାକୁ କେତେ କ’ଣ ଉପହାର ଦିଏ । ପ୍ରେମିକା ପାଇଁ ବହୁତ କିଛି କରିବାକୁ କଥା ଦେଇଥାଏ । ହେଲେ ଖୁବ୍ କମ୍ ଏହାକୁ ପାଳନ କରିଥାନ୍ତି । ହେଲେ ଗୁଜୁରାଟରେ ଜଣେ ବ୍ୟକ୍ତି ତା’ର ପତ୍ନୀ ପାଇଁ ଏମିତି କିଛି କରି ଦେଖାଇଛନ୍ତି । ଯାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ପ୍ରକୃତ ପ୍ରେମର ନିଦର୍ଶନ ଦେଖାଇଛନ୍ତି ପତ୍ନୀଙ୍କୁ ନିଜର ଏକ କିଡ଼୍ନୀ ଉପହାର ଦେଇ ।
ବିନୋଦ ପଟେଲ ଓ ରୀତା ପଟେଲ୍ ତାଙ୍କ ବିବାହକୁ ୨୩ ବର୍ଷ ପୂରିଛି । ହେଲେ ଏବେ ପତ୍ନୀ କିଡ୍ନୀ ରୋଗରେ ପୀଡ଼ିତ ହେବା ପରେ ଭାଙ୍ଗି ପଡ଼ି ନାହାଁନ୍ତି ସେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜର ଏକ କିଡ୍ନୀ ଉପହାର ଦେଇଛନ୍ତି । ତାହା ପୁଣି ଭାଲେଣ୍ଟାଇନ୍ ଡେ’ ରେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ହୁଏତ ଏହା ଠାରୁ ଆଉ ବଡ଼ ଉପହାର କିଛି ହୋଇ ନପାରେ ବୋଲି କହିଛନ୍ତି ବିନୋଦ ।
ଭାଲେଣ୍ଟାଇନ ଡେ ଅର୍ଥାତ୍ ୧୪ ଫେବ୍ରୁଆରୀରେ ତାଙ୍କର ବିବାହ ହୋଇଥିଲା । ଆଜି ମଧ୍ୟ ତାଙ୍କର ଥିଲା ବିବାହ ବାର୍ଷିକୀ । ତେଣୁ ଆଜିର ଦିନରେ ସେ ତାଙ୍କର ପତ୍ନୀଙ୍କୁ ନିଜର ଏକ କିଡନୀ ଦାନ କରିଛନ୍ତି । ଅହମ୍ମଦାବାଦର ଏକ ପ୍ରାଇଭେଟ୍ ହସ୍ପିଟାଲରେ ପତ୍ନୀଙ୍କର ସର୍ଜରୀ ହୋଇ କିଡନୀ ପ୍ରତିରୋଣ ହୋଇଛି । ବିନୋଦଙ୍କର ଏହି ଉପହାର ପତ୍ନୀଙ୍କ ଜୀବନ ବଞ୍ଚାଇ ପାରିଛି ।