Hindi, asked by pranaydas2010, 5 months ago

ପତ୍ରଲିଖନ - ଦୀପାବଳୀ ପର୍ବ କିପରି କଟାଇଲ ତାହା ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ।

Answers

Answered by swayamprava12
11

Answer:

Hey friend, I can't give my personal adress or information so in the name of adress I will write କଖଗ.... but the names are real and pin number will be fake.

ପତ୍ର ଲିଖନ

କ ଖ ଗ

ତାରିଖ:୧/୧/୨୦୨୦

ମୋର ପ୍ରିୟ ସାଙ୍ଗ ଖୁସି,

ଆଶା କରୁଛି ତୁ ତୋ ପରିବାର ସହିତ ଭଲ ରେ ଥିବୁ। ମୁଁ ମୋ ପରିବାର ସହିତ ଭଲ ରେ ଅଛି। ଖୁସି, ମୁ ନିଜ ଦୀପାବଳୀ ପର୍ବ ଖୁବ୍ ଭଲ ରେ କରିଛି।

ତୁ ତୋ ଜାଣିଛୁ କି କରୋନା ଭାଇରସ ଯୋଗୁ ଚାଡ଼ି ଆଡ଼େ ଲୋକଦାଉନ ହେଇଛି, ସେଇଥିପାଇଁ ମୁ କାହା ଘରୁ କୁ ଯାଇନି ଏବଂ ମୁ ନିଜ ପଡ଼ୋଶୀ ଘରୁକୁ ଯାଇ ଦୀପାବଳୀ ଭି ମନେଇନି, ମୁ ନିଜ ଦୀପାବଳୀ ନିଜ ପରିବାର ସହିତ ମନେଇଛି। ମୁଁ ପ୍ରଥମେ ସକାଳୁ ଉଠି ଗାଧେଇଲି, ତା ପରେ ମୁଁ ଛାତ ଉପରେ ଏବଂ ଘରେ ମୁରୁଜ ପକାଇଲି, ତା ପରେ ମୁ ଘରେ ମା କୁ କାମରେ ସାହାଯୟ କଲି। ସଞ୍ଜବେଲ ର ସମୟ ଥିଲା, ସମସ୍ତଙ୍କ ଘର ଆଲୋକ ରେ ଭରି ଉଠିଥିଲା କାରଣ ଆମେ ସମସ୍ତେ ଜାଣିଛୁ କି ଦୀପାବଳୀ ପର୍ବ ଆଲୋକର ପର୍ବ, ମୁ କୈାଣସି ପ୍ରକାରେ ବାଣ ଫୁତାଇଲିନି, ମୁ ନିଜ ଘରକୁ ଦୀପ, ମୋମ୍ବତି, ଏବଂ ଲାଇଟ୍ ଜଲାଇକି ଘର କୁ ସଜାଇଲି, ପୂଜା ସରିଶାଇଲା ପରେ ଆମେ ମାନେ ପିଠା, ମିଠା, ଆଦି ସବୁ ଖାଇଲି ଏବଂ ଦୀପାବଳୀ ପାଳନ କଲି।

ତୁ ତୋ ଦୀପାବଳୀ କିପରି ପାଳନ କଲୁ, ପତ୍ର ମାଧ୍ୟମ ରେ ନିଶ୍ଚୟ ଜଣାଇବୁ। ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇବୁ।

ତୋର ସାଙ୍ଗ

ସୋୟମପ୍ରଭା

ପ୍ରେରକ ଗ୍ରାହକ

ନାମ:- ସ୍ରୋୟମପ୍ରଭା ନାମ:- ଖୁସି

ସ୍ଥାନ:- XXXX ସ୍ଥାନ:-XXX

ପୋଷ୍ଟ:- XXXX ପୋଷ୍ଟ:- XXX

ଜିଲ୍ଲା:- ଅନୁଗୁଳ ଜିଲ୍ଲା:- ଅନୁଗୁଳ

ପିନ୍:- ୧୦୯୭୮୨ ପିନ୍:-୧୨୭୭୮୮

HOPE IT HELPS YOU FRIEND .

& ALSO

HAPPY NEW YEAR TO YOUR WHOLE FAMILY

Similar questions