(କ) ଚକୁଳିଆପଣ୍ଡା କିପରି ପେଟ ପୋଷୁଥିଲା ?
Answers
Answered by
0
Explanation:
ସିରୋସିସ୍ ରୋଗର କାରଣ:- ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ ବି, ହେପାଟାଇଟିସ ସି ଓ ନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ ।[୧][୨] ଦୈନନ୍ଦିନ ୨ ବା ୩ ଥରରୁ ଅଧିକ ଅନେକ ବର୍ଷ ଧରି ମଦ୍ୟପାନ କଲେ ସମୟକ୍ରମେ ସିରୋସିସ୍ ରୋଗ ହୁଏ । ଅଧିକ ଓଜନ ଥିବା ବ୍ୟକ୍ତି, ଡାଏବିଟିସ, ରକ୍ତରେ ଅଧିକ ଚର୍ବି ଅଂଶଥିଲେ ନନ୍ ଆଲକୋହୋଲିକ ଫାଟି ଲିଭର ଡିଜିଜ ରୋଗ ହେବା ସମ୍ଭାବନା ଥାଏ । ଅଟୋଇମ୍ମୁଇ ହେପାଟାଇଟିସ, ପ୍ରାଇମେରୀ ବିଲିଆରି ସିରୋସିସ୍, କେତେକ ଔଷଧ ଓ ଗଲସ୍ଟୋନ(ପିତ୍ତକୋଷରେ ପଥର) ଥିଲେ ମଧ୍ୟ ଏହି ରୋଗ ହୋଇପାରେ କିନ୍ତୁ ସାଧାରଣତଃ ଅଧିକ ହୁଏ ନାହିଁ । ସିରୋସିସ୍ ରୋଗରେ ଯକୃତ ତନ୍ତୁଗୁଡ଼ିକ ଫାଇବ୍ରୋସିସରେ ପରିବର୍ତ୍ତିତ ହୋଇଯାଏ । ଏହି କାରଣ ଯୋଗୁ ଯକୃତର କାର୍ଯ୍ୟ ବିପର୍ଯ୍ୟସ୍ତ ହୋଇଯାଏ । ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ଯକୃତ ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ । [୧]
Similar questions
Math,
2 months ago
Math,
2 months ago
Computer Science,
2 months ago
Science,
4 months ago
Math,
10 months ago