India Languages, asked by udayabhanufire, 26 days ago



ଜଣେ ରାକ୍ଷସ ତା’ ବଗିଚାରେ ଗୋଟିଏ ଅତି ସୁନ୍ଦର ଦୃଶ୍ୟ
ଦେଖୁଲା । ବଗିଚାର ଚାରିକାନ୍ଥ ମଧ୍ୟରେ ଗୋଟିଏ ଛିଦ୍ର ହୋଇଥିଲା ।
ତା’ ଭିତର ଦେଇ ପିଲାମାନେ ବଗିଚାକୁ ପଶି ଆସୁଥିଲେ । ଗଛ
ଚାରିପାଖେ ପିଲାମାନେ ଆନନ୍ଦରେ ନାଚୁଥିଲେ । ଗଛର ଶାଖା-
ପ୍ରଶାଖାଗୁଡ଼ିକ ମଧ୍ୟ ସେମାନଙ୍କୁ ଖୁସିରେ ହଲି-ଦୋହଲି ସ୍ବାଗତ
କରୁଥିଲେ । ଗଛରେ ନୂଆ କୋମଳ ପତ୍ର କଅଁଳି ଯାଇଥିଲା । କଢ଼
ସହିତ ଫୁଲ ମଧ୍ୟ ଫୁଟିଥିଲା । ବିଭିନ୍ନ ରଙ୍ଗ-ବେରଙ୍ଗ ଫୁଲ ମୁଣ୍ଡଟେକି
ଫୁଟି ହସୁଥିଲେ । ପକ୍ଷୀମାନେ ମଧ୍ୟ ଡେଣା ମେଲାଇ ଗୋଟିଏ ଡାଳରୁ
ଅନ୍ୟ ଡାଳକୁ ଡେଉଁଲେ । ପିଲାମାନଙ୍କର ଖୁସିରେ ଡେଇଁବା ଓ
ପକ୍ଷୀମାନଙ୍କର କଳରବ ବଗିଚାରେ ଏକ ନୈସର୍ଗିକ ଦୃଶ୍ୟ ସୃଷ୍ଟି
କରିଥିଲା ।
86. ‘ରାକ୍ଷସ ତା’ର ବଗିଚାରେ ଦେଖୁଲା? କ’ଣ ?
(1) ଗୋଟିଏ ଅତି ସୁନ୍ଦର ଦୃଶ୍ୟ
(2) ଗୋଟିଏ ମହାବଳ ବାଘ
(3) ଗୋଟିଏ କୋକିଶିଆଳି
(4) ଗୋଟିଏ ତୃଷାଉଁ କୁଆ

Answers

Answered by skadamseth2007
6

Answer:

ରାକ୍ଷସ ତା’ର ବଗିଚାରେ ଗୋଟିଏ ଅତି ସୁନ୍ଦର ଦୃଶ୍ୟ ଦେଖୁଥିଲା ‌‌।

Explanation:

hope it's help uh

have a wonderful day ☺️

Answered by mousam8673
0

Answer:

ରାକ୍ଷସ ତା ବଗିଚା ରେ ଅତି ସୁନ୍ଦର ଦୃଶ୍ୟ ଦେଖିଲା ।

Similar questions