। ନଦୀ କୂଳରେ କ’ଣ ସବୁ ଗଢ଼ି ଉଠିଛି ?
Answers
Answered by
5
Explanation:
ବହୁ ପ୍ରାଚୀନ ଯୁଗରୁ ମାନବ ସଭ୍ୟତା ନଦୀ କୂଳରେ ଆରମ୍ଭ ହୋଇଥିଲା। କୃଷି,ଗୋପୋଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ନଦୀ କୂଳରେ ଜନବସତି ସୃଷ୍ଟି ହୋଇଥିଲା। ଏବେ ଶିଳ୍ପର ପ୍ରସାର ପାଇଁ ଜଙ୍ଗଲ ଏବଂ ଶସ୍ୟ କ୍ଷେତ୍ର ନଷ୍ଟ କରାଯାଇ ନଦୀ କୂଳରେ କଳକାରଖାନା ନିର୍ମାଣ କରାଯାଉଛି।
hope it helps
Similar questions
Physics,
2 months ago
Science,
2 months ago
Biology,
2 months ago
English,
4 months ago
Computer Science,
4 months ago