Math, asked by tareisanu, 2 months ago

ଜଣେ କ୍ଷୀରବାଲା ପାଖରେ ୨ ଲି, ୭୦୦ ମି.ଲି. କ୍ଷୀର ଥିଲା ।
ଦୁଇ ଜଣ ଚାହା ଦୋକାନୀ ହରୀଶ ଓ ସିରାଜ୍ ସମସ୍ତ କ୍ଷୀରକୁ
ବାଣ୍ଟି ନେଲେ । ହରୀଶ ଯେତିକି କ୍ଷୀର ନେଲା, ସିରାଜ୍ ତା’ର
ଦୁଇ ଗୁଣ କ୍ଷୀର ନେଲା । ତେବେ ହରୀଶଠାରୁ ସିରାଜ୍ କେତେ
ଅଧିକ କ୍ଷୀର ନେଲା ?​

Answers

Answered by BrainlyArnab
1

Answer:

ମାନିବା କି ହରିଶ୍ ଖୀର ନେଲା = x

ସିରାଜ ଖୀର ନେଲା = ସିରାଜ ×2

= 2x

ତୋଟଲ ଖୀର = 2 ଲି 700ମିଳି

ସିରାଜ କୁ ଖୀର+ହରିଶ କୁ ଖୀର = 2 ଲି 700ମିଳି

2x+x = 2 ଲି 700 ମିଳି

3x = (2×1000)+700 ମିଲି

3x = 2000+700 ମିଳି

3x = 2700 ମିଳି

x = 2700/3

x = 900 ମିଲି

ସିରଜ କ୍ଷୀର ନୋଉଚି 2x = 2×900 = 1800ମିଲି

ହରିଶ କ୍ଷୀର ନୋଉଚି x = 900ମିଲି

ହରିଶ ସିରଜ ରୁ 1800-900 = 900 ମିଳି ବେଶୀ କ୍ଷୀର ନୋଉଚି।

Similar questions