Math, asked by heemanginisahu56, 3 months ago

,ସୀତାର ଓଜନ ଗୋପାଳର ଓଜନଠାରୁ ୨ କି.ଗ୍ରା.
୭୫୦ ଗ୍ରାମ୍ କମ୍ । ଗୋପାଳର ଓଜନ ୩୯ କି.ଗ୍ରା.
୪୦୦ ଗ୍ରାମ୍ ହେଲେ, ଉଭୟଙ୍କର ମୋଟ ଓଜନ
କେତେ ?​

Answers

Answered by jiddd
3

Answer:

ଏଠାରେ ତୁମର ଉତ୍ତର ଅଛି :-

ଉତ୍ତର :-

=> ସୀତାର ଓଜନ ଗୋପାଳ ଠାରୁ କମ = 2 କିଲୋଗ୍ରାମ 780 ଗ୍ରାମ |

=> ଗୋପାଳ ର ଓଜନ = 39 କିଲୋଗ୍ରାମ୍ 400 ଗ୍ରାମ ।

=> ସୀତାର ଓଜନ ହେଉଚି = 39.400 - 2.780

= 32.620

=> ତାହାଲେ ଶୀତର ଓଜନ ହେଉଛି 32.620 ଗ୍ରାମ ।

Similar questions