Hindi, asked by mdkhalid988, 3 months ago

ବିଭାଗ
ଉତ୍ତର ଦିଅ :
(କ) ଚାଖୁ ଖୁଣ୍ଟିଆ କିଏ ?
(ଖ) ଚାଖୁ ଖୁଣ୍ଟିଆ ଏକାଧାରରେ କ’ଣ ଲେ ?
(ଗ) ଚାଖୁ ଖୁଣ୍ଟିଆ କାହାର ପ୍ରଧାନ ସେନାପତି ଥିଲେ ?
(ଘ) ଚାଖୁ ଖୁଣ୍ଟିଆ କେଉଁଠାରେ ଓ କେବେ ଜନ୍ମ ହୋଇଥିଲେ ?
(୧) ତାଙ୍କ ନାମ ଚନ୍ଦନ ହଜୁରୀ କାହିଁକି ରଖା ଯାଇଥିଲା ?
ଚ) ଚାଖ ଖୁଣ୍ଟିଆଙ୍କର କେଉଁ ଭଜନଟି ଅତି ପ୍ରିୟ ଥିଲା ?
(E) କାଠିଆ’ କହିଲେ କ’ଣ ବୁଝାଯାଏ ?
(କ) କେବେ ସିପାହୀ ବିଦ୍ରୋହ ହୋଇଥିଲା ?
(ଝ) ସିପାହୀ ବିଦ୍ରୋହ ହେବାର କାରଣ କ’ଣ ଥିଲା ?
(୫) ସେତେବେଳେ ଝାନ୍‌ସୀ ରାଣୀ କିଏ ଥିଲେ ?
ଝାନ୍‌ସୀରାଣୀଙ୍କ ମୃତ୍ୟୁ ପରେ ଚାଖୁ ଖୁଣ୍ଟିଆ କ’ଣ କଲେ ?
(0) ବହୁଦିନ ପର୍ଯ୍ୟନ୍ତ ଚାଖ ଖୁଣ୍ଟିଆଙ୍କର ଦେଖା ନ ମିଳିବାରୁ ଜ୍ଞାତି ଭାଇମାନେ କ’ଣ କଲେ ?
ଚାଖୁ ଖୁଣ୍ଟିଆ ଘରକୁ ଫେରି ଆସିବା ସମ୍ପର୍କରେ କ’ଣ ପ୍ରବଚନ ଅଛି ?​

Answers

Answered by srishtimoudgil2006
0

Answer:

କେବଳ 2 ବୁନ୍ଦା ଘିଅ ଜୀବନ ପାଇଁ ଆସନ୍ତୁ ଜାଣିବା ଆଈମା କଣ କହୁଛନ୍ତି…

୧:- ଗଳାର ଉପରକୁ ଆପଣ ଯେତେ ରୋଗ ଜାଣିଛନ୍ତି । ସମସ୍ତ (ENT) ସମସ୍ୟା ସେ ଯାହା ବି ହେଉ – ଗଳା, ମୁହଁ, କାନ, ଆଖି, ମୁଣ୍ଡ, କେଶ ଝଡ଼ିବା, ଅନିଦ୍ରା, ଘୁଂଗୁଡି, ଥାଇରଏଡ଼, ମାନସିକ ରୋଗ, ଥଣ୍ଡା, ଜ୍ୱର କିଛି ବି ରୋଗର ନାମ ନିଅ । ଏଥିରେ ଘିଅ ସର୍ବୋତ୍ତମ ।

୨:- ଟେନସନ(ଚିନ୍ତା)-ଜନ୍ମ ହେବା ଠାରୁ ଆରମ୍ଭ କରି ଅନ୍ତିମ ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତା ବା ମାନସିକ ଚାପ ଘାରିଥାଏ । ଛୋଟରୁ ବଡ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଘିଅ ସର୍ବୋତ୍ତମ ଅଟେ । ବିଶେଷ କରି ୫ବର୍ଷ ପିଲାଠାରୁ ଆରମ୍ଭ କରି ସମସ୍ତେ ନାକରେ ୨-୨ ବୁନ୍ଦା ଘିଅ ପକାଇ ପାରିବେ । ଚିନ୍ତାରୁ ଯେଉଁ ବ୍ୟକ୍ତି କୁ ନିଦ ଆସେନି ତାହା ପାଇଁ ସର୍ବୋତ୍ତମ ।

୩:- ଯେଉଁ ଲୋକମାନଙ୍କ ମସ୍ତିଷ୍କ ଅଧିକ କାର୍ଯ୍ୟ କରିଥାଏ ମୁଖ୍ୟତଃ କମ୍ପ୍ୟୁଟର ଆଗରେ ବସି କାମ କରିବା, ଅଫିସ କାର୍ଯ୍ୟ ବା ଯେଉଁମାନେ ପାଠ ପଢୁଛନ୍ତି, ଓକିଲ, ଡାକ୍ତର ଆଦି। ନାକରେ ୨-୨ ବୁନ୍ଦା ପକାଇବା ସର୍ବୋତ୍ତମ । ଏହା ବୁଦ୍ଧି ବଢାଏ l ଆଖିର ଜ୍ୟୋତି ବଢାଏ l ଶ୍ରବଣ ଶକ୍ତି ବଢାଏ l

୪:- ଯେଉଁଲୋକର ମୁଣ୍ଡରେ ଉତ୍ତାପ ବୃଦ୍ଧି ହୋଇଛି । ଉତ୍ତାପ ବୃଦ୍ଧି କାରଣରୁ କେଶ ଝଡ଼ିବା, କେଶ ଧଳା ହୋଇଯିବା । ଛୋଟ ଛୋଟ କଥାରେ ଯେଉଁ ଲୋକ ଅଧିକ ରାଗି ଥାଆନ୍ତି । ତାଙ୍କ ନାକରେ ୨-୨ବୁନ୍ଦା ଘିଅ ପକାନ୍ତୁ ଦେଖିବେ କିଛି ସମୟ ରେ ଶାନ୍ତ ହୋଇଯିବେ ।

୫:- ଆପଣଙ୍କ ଘରେ ଛୋଟ ପିଲାଥାନ୍ତି । ଯଦି ବହୁତ ଦୁଷ୍ଟ ହେଉଥାନ୍ତି । ତାଙ୍କ ନାକରେ ୨-୨ ବୁନ୍ଦା ଘିଅ ପକାନ୍ତୁ କିଛି ଦିନ ମଧ୍ୟରେ ଠିକ୍ ହୋଇଯିବ ।

୬:- ଯେଉଁ ଲୋକଙ୍କର ଶୋଇବା ସମୟରେ ଘୁଙ୍ଗୁଡ଼ି ଆସେ ୨-୨ ବୁନ୍ଦା ଘିଅ ରାମବାଣ ଭଳି କାମ କରିଥାଏ ।

୭:- ବାତ ବଢ଼ିଲେ ଶରୀରକୁ ନାନା ପ୍ରକାର ଆଘାତ ଆସିଥାଏ ଯେପରିକି ପାରଲାଇସିସ୍, ବ୍ରେନ ଷ୍ଟ୍ରୋକ, ହୃଦୟ ଷ୍ଟ୍ରୋକ ଆଦି l ଯଦି ଆପଣଙ୍କ ପାଖରେ ଦେଶୀ ଗାଈ ଘିଅ ଅଛି ତାହେଲେ ଚିନ୍ତା କରିବାର ନାହିଁ l ସେ ରୋଗୀ ବଞ୍ଚିଯିବେ l ଏହା ସତ୍ୟ l

୮:- ପିତ୍ତ ଜ୍ୱର, କାଶ ପାଇଁ ଅଵ୍ୟର୍ଥ ଔଷଧ l ରକ୍ତ ସଂଚାଳନ ନହୋଇ ଶରୀରରେ ଯଦି କୌଣସି ଯନ୍ତ୍ରଣା ହେଉଥିବ ଏହାକୁ ବ୍ୟବହାର କଲେ ତୁରନ୍ତ ଠିକ କରିଦିଏ l ମୁଣ୍ଡ ବ୍ୟଥା ହେଉ କି ଆଉ କିଛି ଯନ୍ତ୍ରଣା ହେଉ ବହୁତ ସୁନ୍ଦର କାମ କରେ l ମାଇଗ୍ରେନ ପାଇଁ ଦୁନିଆଁର ସର୍ବୋତ୍ତମ ଔଷଧ ଦେଶୀ ଗାଈ ଘିଅ l

୯:- ଏମିତି କେହି ବ୍ୟକ୍ତି ନାହିଁ, ଏମିତି କୌଣସି ରୋଗ ନାହିଁ ୨-୨ ବୁନ୍ଦା ଘିଅ ର ପ୍ରୟୋଗ ନକରାଯିବ ।ଘିଅ କୁ ପ୍ରତ୍ୟେକ ବ୍ୟକ୍ତି ସବୁ କାଳରେ ବ୍ୟବହାର କରିପାରିବେ ।

କେମିତି ବ୍ୟବହାର କରାଯିବା ଉଚିତ???

ଘିଅ କୁ ସିଧା ଗରମ ବା ଉଷୁମ କରାଯାଏ ନାହିଁ l ସେଥିପାଇଁ ପ୍ରଥମେ ଗୋଟିଏ ବଡ଼ ପାତ୍ର ବା ବେଲା ନେବେ ସେଥିରେ ଅଳ୍ପ ପାଣି ନେଇ ଗରମ କରିବେ ଗରମ ହେଲା ପରେ ଗୋଟିଏ ଛୋଟିଆ ଗିନାରେ ଅଳ୍ପ ଘିଅ ନେଇ ଗରମ ପାଣି ଉପରେ ଭସାଇ ରଖିବେ 2 ମିନିଟ ପରେ ତାହା ତରଳିବା ଆରମ୍ଭ ହେବ ଆଉ ଅଳ୍ପ ଉଷୁମ ଥାଇ ତାକୁ ନାକ ଡ୍ରପ ସାହାଯ୍ୟରେ 2-2 ବୁନ୍ଦା ପକାଇବେ l ମନେରଖିବେ 10 ମିନିଟ କଥା ହେବେ ନାହିଁ କି 10 ମିନିଟ ତକିଆ ଦେବେ ନାହିଁ l ଚିତ୍ ହୋଇ ଶୋଇ ଏ ସବୁ ପ୍ରକ୍ରିୟା କରିବେ l

(ଘିଅ ଯେତେ ପୁରୁଣା ହେବ ସେତେ ବଡ଼ ଔଷଧ ହୋଇଯିବ । ଘିଅର Expire Date କିଛି ନାହିଁ) l

ଆପଣ ଯେଉଁ ମୋବାଇଲ, ଲାପଟପ, ଟିଭି, ସୁନା ,ଚାନ୍ଦି ରେ ଯେଉଁ ଟଙ୍କା ଖର୍ଚ୍ଚ କରନ୍ତି । ଏହା ଠାରୁ ଭଲ ୧୫୦୦୦-୨୦୦୦୦ ଟଙ୍କା ବିନିଯୋଗ କରି ଦେଶୀ ଗାଈ ର ଘିଅ କିଣି ରଖିଦିଅନ୍ତୁ । ଏହି ଘିଅ କୁ ପ୍ରତ୍ୟେକ ଦିନ ୨-୨ ବୁନ୍ଦା ଘିଅ ନାକରେ ପକାନ୍ତୁ ।

ଭଗବାନ ନ କରନ୍ତୁ କିଛି ବର୍ଷ ପରେ ଆପଣଂକୁ ରୋଗ ହୋଇଯିବ ଡାକ୍ତର କହିଦେବ ଆପଣଙ୍କ ର କିଛି ହୋଇପାରିବ ନହିଁ । ସେହି ସମୟରେ ଏହି ଘିଅ ପୁଣି ଥରେ ଆପଣଙ୍କ ଶରୀର କୁ ନୂଆ ଜୀବନ ଦେବାରେ ସାହାୟ୍ଯ କରିଥାଏ ।

କେଉଁ ରୋଗ ପାଇ କେତେ ଦିନ, କେଉଁ ସମୟରେ ବ୍ୟବହାର କରିବେ ଜାଣିବା ପାଇଁ ଆମକୁ ଯୋଗାଯୋଗ କରନ୍ତୁ । ଆପଣଙ୍କୁ ସମ୍ପୂର୍ଣ୍ଣଭାବେ ସହଯୋଗ କରିବୁ ।

ଜୟ ଶ୍ରୀ ଜଗନ୍ନାଥଜୟ ଗୋବଂଶ

Similar questions