English, asked by ranjanprusty411, 3 months ago


ନିମ୍ନଲିଖୁତ ବାକ୍ୟଗୁଡ଼ିକୁ ଉଦାହରଣ ଅନୁସାରେ ଆଉଥରେ ଲେଖ ।
ଉଦାହରଣ : ସିଂହ ତଳକୁ ଡେଇଁଲା । ଉ. ସିଂହୀ ତଳକୁ ଡେଇଁଲା ।
(କ) ବାଳକଟି ବିଦ୍ୟାଳୟ ଯାଉଅଛି ।
(ଖ) ସେ ମୋ ଭାଇ ଅଟେ ।
(ଗ) ଶିକ୍ଷକ ଆମକୁ ପଢ଼ାନ୍ତି ।
(ଘ) ଘୋଡ଼ାଟି ଦୌଡ଼ୁଛି ।
(ଡ) ମୁଁ ଜଙ୍ଗଲରେ ବାଘଟିଏ ଦେଖଲି ।

Answers

Answered by mousam8673
0

Answer:

) ବାଳିକା ତି ବିଦ୍ୟାଳୟ ଯାଉଅଛି

) ସେ ମୋ ଭଉଣୀ ଅଟେ

) ଘୋଡ଼ି ଟି ଦୌଡୁଛି

) ମୁଁ ଜଙ୍ଗଲରେ ବାଘୁଣୀ ଟିଏ ଦେଖିଲି

Similar questions