India Languages, asked by riglegion, 4 months ago

ଠାକୁର କେଉଁଥିରେ
ଖୁସି ହେବେ
ମୁଁ ସୋମବାର ଆମିଷ ଖାଏନି।
ମଙ୍ଗଳବାର ଆମିଷ ଖାଏନି
ମୁଁ ଗୁରୁବାର ଆମିଷ, ପିଆଜ, ରସୁଣ ବି ଛୁଏଁନି ।
ଶନିବାର ଆମିଷ ଖାଏନି।
ପ୍ରତି ୧୦ଜଣରେ ୮ ଜଣ ଏଇଆ କୁହନ୍ତି।
ହେଲେ, ଏଇ ଦିନଗୁଡିକରେ ଏହି ୮ ଜଣ ସକାଳୁ ରାତି
ଯାଏ କ'ଣ କ'ଣ କରନ୍ତି ତାର ହିସାବ ରଖନ୍ତି କି ?
ଏହି ଦିନଗୁଡିକରେ ଏମାନେ ଥରୁଟିଏ ନିଜକୁ ପଚାରିବା
ଦରକାର
ଆଜି ଆମିଷ, ପିଆଜ ରସୁଣ ଖାଇନି ସତ, ହେଲେ ମୁଁ
ଆଜି କାହାରି କ୍ଷତି କରିନାହିଁ ତ ? ମୁଁ ଆଜି କାହାରି
ମନରେ କଷ୍ଟ ଦେଇନାହିଁ ତ ? ମୁଁ ଆଜି କାହାକୁ
ଅପମାନିତ, ଦୁବ୍ୟବହାର କରି ନାହିଁ ତ ? ଆଜି ମିଛ କହି
ନାହିଁ ତ ? କାହାକୁ ଠକି ନାହିଁ ତ ? ଲାଞ୍ଚ ଖାଇ ନାହିଁ
ତ ? ବୁଗୁଲି କରି ନାହିଁ ତ ?
ଯାହା ଉତ୍ତର ମିଳିବ ତାହା ହିଁ ତୁମର ବ୍ୟକ୍ତିତ୍ । ତୁମ
ଅସଲ ପରିଚୟ। ଖାଦ୍ୟରେ ବା କ'ଣ ଅଛି । ସାମାନ୍ୟ
ପିଆଜ, ରସୁଣ, ମାଛ, ମାଉଁସ କ'ଣ ତୁମ ଚିନ୍ତାଧାରା,
ମାନସିକତାକୁ ବଦଳାଇ ଦେଇ ପାରିବ ।
ତୁମେ ଭାବୁଛି ଆମିଷ, ପିଆଜ, ରସୁଣ ନ ଛୁଇଁଲେ ଠାକୁର
ତୁମ ଉପରେ ଖୁସି ହେଇଯିବେ । ଯଦି କୋଉଠି ଠାକୁର
ଥିବେ ତୁମର ପ୍ରତିଟି କର୍ମର ସିଏ ହିସାବ ରଖୁଥିବେ ।
ତୁମେ କଣ ଖାଉଛି ନ ଖାଉଛି ତାହା ନୁହେଁ ତୁମେ କ'ଣ
କରୁଛି ନ କରୁଛି ଠାକୁର ତା ଉପରେ ନଜର ରଖୁଥିବେ ।

What's it meaning?

Answers

Answered by mousam8673
0

Answer:

Where is God ?

Will be happy

I didn't eat non veg on Monday.

Didn't eat non veg on Tuesday

I didn’t even touch the non veg, onion, garlic on Thursday.

Didn't eat non veg on Saturday.

Eight out of every 10 people say it.

However, these 4 days these mornings and nights

Does he keep track of what he does?

These days, these are the ones to ask yourself once

Needed

It's true that I didn't eat onion and garlic today, but I did

Didn't hurt anyone today? I am someone today

Didn't bother? Who am I today?

Insulted, not abused? Lied today

No? Didn't cheat on anyone? Did not eat bribe

Is that so? Didn't you buggy?

The answer is yours. Yours

Real identity What is in the food or what. Slightly

Onions, garlic, fish, mice are your thoughts,

Can change the mindset.

Do you think that God did not touch non veg, onion and garlic?

Will be happy for you If any God

He will be responsible for every action you take.

What you eat is not what you eat

God is keeping an eye on him

Similar questions