India Languages, asked by bharati8627, 2 months ago

ନିମ୍ନପ୍ରଦର ଶବ୍ଦଗୁଡ଼ିକର ୫ଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
(କ) ଆକାଶ
(ଖ) ଗଙ୍ଗା
(ଗ) ନୌକା
(ଘ) ଶ୍ରୀରାମ
(ଙ) ଶିବ​

Answers

Answered by ItzMADARA
1

Here is your answer.:-

1. ଆକାଶ - ନଭ, ଗଗନ

2. ଗଙ୍ଗା - ଭାଗିରଥି

3. ନୌକା - ଡ଼ଙ୍ଗା, ତରଣୀ

4. ଶ୍ରୀରାମ - ରଘୁପତି, ରାଘବ

5. ଶିବ - ନୀଳକଣ୍ଠ, ମହାଦେବ, ସ୍ଵୟଂଭୂ

Answered by Anonymous
0

1. ଆକାଶ - ନଭ, ଗଗନ

2. ଗଙ୍ଗା - ଭାଗିରଥ୍

3. ନୌକା - ଡ଼ଙ୍ଗା, ତରଣୀ

4. ଶ୍ରୀରାମ - ରଘୁପତି, ରାଘବ

5. ଶିବ - ନୀଳକଣ୍ଠ, ମହାଦେବ, ସ୍ବୟଂଭୂ

Similar questions