India Languages, asked by samaliti80, 2 months ago

ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ'ଣ ?​

Answers

Answered by lohitjinaga
3

Answer:

ମାଣିକ ହେଉଛି ବହୁ ମୂଲ୍ୟବାନ ଏକ ରତ୍ନ । ଏହା ଅତି ସୁନ୍ଦର ଦେଖାଯାଏ । ଶ୍ରୀକୃଷ୍ଣ ମଧ୍ୟ ଦେଖିବାକୁ ସୁନ୍ଦର । ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକତୁଲ୍ୟ ମୂଲ୍ୟବାନ। ସାଧାରଣତଃ ମାଣିକର ରଙ୍ଗ ଲାଲ। ମାତ୍ର ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାମଣିକ ବୋଲି କହିବା ତାତ୍ପର୍ଯ୍ୟପୂର୍ଣ୍ଣ।

Answered by chumukimishra2018
0

Answer:

ଶ୍ରୀକୃଷ୍ଣ ଯଶୋଦାଙ୍କର ବୃଦ୍ଧ କାଳରେ ଏକ ମାତ୍ର ସନ୍ତାନ ଥିଲେ। ସେ ତାଙ୍କ ପାଇଁ ବହୁମୂଲ୍ୟ ଧାତୁ ମାଣିକ ପରି ଥିଲେ। ଶ୍ରୀକୃଷ୍ଣ କଳା ହୋଇ ଥିବାରୁ ଏଠାରେ ତାଙ୍କୁ କଳାମାଣିକ ବୋଲି କୁହାଯାଇଛି।

Explanation:

ଦୟା କରି ମତେ ବ୍ରାଇଁଲିଷ୍ଟ ଉତ୍ତର କରି ଦିଅନ୍ତୁ ଦୟା କରନ୍ତୁ। ଦୟା ଦୟା ଦୟା ଦୟା ଦୟା ଦୟା ଦୟା..................

Similar questions