India Languages, asked by kabitamohapatra08076, 8 hours ago

(ଘ) ଭରତ ଚିତ୍ରକୂଟରୁ ଫେରି କି ଭଳି ରାଜ୍ୟ ଶାସନ କଲେ ?​

Answers

Answered by lohitjinaga
3

Answer:

ମାଣିକ ହେଉଛି ବହୁ ମୂଲ୍ୟବାନ ଏକ ରତ୍ନ । ଏହା ଅତି ସୁନ୍ଦର ଦେଖାଯାଏ । ଶ୍ରୀକୃଷ୍ଣ ମଧ୍ୟ ଦେଖିବାକୁ ସୁନ୍ଦର । ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକତୁଲ୍ୟ ମୂଲ୍ୟବାନ। ସାଧାରଣତଃ ମାଣିକର ରଙ୍ଗ ଲାଲ। ମାତ୍ର ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାମଣିକ ବୋଲି କହିବା ତାତ୍ପର୍ଯ୍ୟପୂର୍ଣ୍ଣ।

Similar questions