ଆମ ଖାଦ୍ୟରେ ଥିବା ସ୍ନେହସାର ମୁଖ୍ୟତଃ କାହାଦ୍ୱାରା ପାଚନ କ୍ରିୟାରେ ସରଳୀକରଣ ହୋଇଥାଏ ?
Answers
Answer:
ତିନିଦିନିଆ ପୁଲିସ ରିମାଣ୍ଡରେ ଗଲେ ବୀରମିତ୍ରପୁର ଥାନାର ବହିଷ୍କୃତ ଅଧିକାରୀ ଆନନ୍ଦ ମାଝୀ । ଗତକାଲି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିବା ପରେ ଆଇନର ସମସ୍ତ ଅପୌଚାରିକ ବିଧି ସଂପନ୍ନ କରିବା ପରେ ଆଜି ରାତିରେ ସୁନ୍ଦରଗଡ଼ସ୍ଥିତ ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକଙ୍କ ଅଦାଲତରେ ହାଜର କରାଯାଇଛି। ଅଦାଲତରେ ହାଜର ପୂର୍ବରୁ ଇନ୍ସପେକ୍ଟରଙ୍କ ଡାକ୍ତରୀ ମାଇନା ଓ ପରେ କୋଭିଡ ହସ୍ପିଟାଲରେ ତାଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁସନ୍ଧାନକାରୀ ଦଳ ଓ ସ୍ୱତନ୍ତ୍ର ନିଯୁକ୍ତ ଓକିଲ ଶ୍ରୀ କାନୁନଗୋ ଇନ୍ସପେକ୍ଟରଙ୍କୁ ୭ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଯୁକ୍ତି ବାଢ଼ିଥିବା ବେଳେ ସୁନ୍ଦରଗଡ଼ର ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି ତଦନ୍ତର ପ୍ରମୁଖ ଅଂଶ ସ୍ପଷ୍ଟ ହୋଇଯାଇଥିବାରୁ ଇନ୍ସପେକ୍ଟରଙ୍କ ରିମାଣ୍ଡ ଅବଧିର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି କରିଥିଲେ । ଉଚ୍ଚତମ ନ୍ୟାୟାଳୟର ନଜିର ଉପସ୍ଥାପନ କରି ଅଭିଯୁକ୍ତଙ୍କୁ ରିମାଣ୍ଡ ଦିଆଗଲେ ତାଙ୍କ ଓକିଲଙ୍କ ଉପସ୍ଥିତି ଜରୁରୀ ବୋଲି ଯୁକ୍ତି ବାଢ଼ିଥିଲେ।