Hindi, asked by rasmitarikhilriona, 15 hours ago

୩ । ସଂକ୍ଷିପ୍ତ ଉରରମୂଳକ ପ୍ରଶ୍ନ : (ଗୋଟିଏ ବା ଦୁଇଟି ବାକ୍ୟରେ ) | (କ) ଯଶୋଦାଙ୍କ ବାସୂଲ୍ୟ କବିତାର କବି କିଏ ତାଙ୍କର ଅନ୍ୟ ଦୁଇଟି ବହିର ନାମ ଲେଖ ।
(ଖ) ଯଶୋଦା ଚିନ୍ତାଶୀଳା ହେବାର କାରଣ କଣ ?
(ଗ) ଅନ୍ଧର ଲଉଡି ବୋଲି କିଏ କାହାକୁ କହିଛନ୍ତି ?
(ଘ) ଯଶୋଦା କୃଷ୍ଣଙ୍କୁ ବନଗମନ ପାଇଁ ବାରମ୍ବାର ବାରଣ କରୁଥିଲେ କାହିଁକି ?
(ଡି) ଯଶୋଦା କୃଷ୍ଣଙ୍କ ମୃଦୁପାଦର ଚିନ୍ତା କରିବାର କାରଣ କଣ ? (ଚ) ଯଶୋଦା ବଳରାମଙ୍କୁ ବାଇ ବୋଲି କାହିଁକି କହିଲେ ? (E) କୃଷ୍ଣଙ୍କ ନୟନକୁ କ'ଣ ସୁନ୍ଦର ମାନେ ?
(କ) ଯଶୋଦାଙ୍କ ଆଖୁ କ’ଣ ଦେଖୁବାପାଇଁ ସର୍ବଦା ଲୁକ୍ତ ହୋଇଥିଲା ଝ) କୃଷ୍ଣ କଣ୍ଟକରି ନ ଆସିବାରୁ ଯଶୋଦା ମନେମନେ କଣ ଭାବୁଥିଲେ ?
8) ଛାଇକୁ ଲକ୍ଷ୍ୟକରି ଯଶୋଦା କଣ କହୁଥିଲେ ?​

Answers

Answered by janbi73
2

Answer:

are you from odisha ?

HERE YOUR ANSWER - jasoda nka chinta sila heba ra karana hela ninja priya putra Krishna nka tharu duraku ji ba

Similar questions