World Languages, asked by chaitanydehury68, 5 hours ago

୩୪ – ଗଙ୍ଗା ମାତା କିପରି ସଂସାର ର ସବୁ ମାଡ
ହାଣ୍ଡିରେ ପୁରେଇଲେ ।​

Answers

Answered by swayamprava12
2

\mathcal{\fcolorbox{blue}{yellow}{\red{ପ୍ରଶ୍ନ:}}}

ଗଙ୍ଗା ମାତା କିପରି ସଂସାର ର ସବୁ ମାଡ ହାଣ୍ଡିରେ ପୁରେଇଲେ?

\mathcal{\fcolorbox{blue}{yellow}{\red{ଉତ୍ତର:}}}

ଗଙ୍ଗାମାତା ତ ସହଜେ ଦେବତା, ତାଙ୍କୁ ଅବା କେଉଁ କଥା ଉବାର ଅଛି? ମାତା ରାଗରେ ତମତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ିଏ ବିଧା, ଚାପୁଡ଼ା, ହକୁଣି, ଗୋଇଠା, ଚିମୁଟା, ରମ୍ପୁଡ଼ା, କାମୁଡ଼ା, ଏମିତି ଜେତିକିଭି ମାଡ଼ ସଂସାରର ଅଛି, ସବୁ ପୁରାଇଦେଇ ହାଣ୍ଡି ଉପରେ ତେଲୁଣିଟି ଦେଇଦେଲେ।

HOPE IT'S HELPED! :)

Similar questions