Biology, asked by bahadamajhi2014, 13 hours ago

ଜି ଗୋପ ତହସିଲ ନରସିଂହପୁର ହୋଇଥିବା ଏକ ଦେଶ ଗଠିତ ଏକ ଭାରତୀୟ ବ୍ୟାଙ୍କର​

Answers

Answered by tarunrahav
0

Answer:ଉତ୍ସର୍ଗ

ଯେଉଁମାନେ

ଶିକ୍ଷାଦାନକୁ ଜୀବନର ବ୍ରତ

ଭାବରେ ଗ୍ରହଣ କରି ନିଜେ ସଳିତା ପରି

ଜଳି ହଳି ସହସ୍ର ଦୀପାବଳିକୁ ଜଳାଇଛନ୍ତି ଏବଂ ବହୁ

ପ୍ରକାରେ ସମାଜର ସେବା କରି କାଳର କରାଳ ସ୍ରୋତରେ

ହଜି ଯାଉଛନ୍ତି, ସେହି ମହାର୍ଘ ରତ୍ନମାନଙ୍କୁ ସାଉଁଟି

ସେମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ଯରେ ଏହି

ଜୀବନାଲେଖ୍ଯଟି ଉତ୍ସର୍ଗିତ ହେଲା ।

ଜଗନ୍ନାଥ

ଭୂମିକା

⁠"ଶିକ୍ଷକ ସେ ଅଲିଭା ଆଲୋକ" ୧୯୭୫ ମସିହାରେ ପ୍ରକାଶିତ ହେଲା, ଯେଉଁଥିରେ ସ୍ଥାନିତ ହୋଇଥିଲା,ବହୁ ପ୍ରବୀଣ ଓ ନବୀନ କଥାକାରମାନଙ୍କର ଏକ ଭିନ୍ନ ସ୍ୱାଦ, ଭିନ୍ନ ସମ୍ବେଦନାର କାହାଣୀ । ଏହି ଗଛଗୁଡ଼ିକ ଗୋଟିଏ ସୂତ୍ରରେ ଗ୍ରଥତ ଏବଂ ଏହି ସୂତ୍ରଟି ହେଲା ସମାଜସେବୀ,ଛାତ୍ରବତ୍ସଳ ଓ ପ୍ରତିଭାବାନ୍ ଶିକ୍ଷକମାନଙ୍କର ଚରିତାଲେଖ୍ୟ । ୧୯୮୫ ମସିହାରେ ଏହି ପୁସ୍ତକର ଦ୍ବିତୀୟ ସଂସ୍କରଣରେ ପ୍ରକାଶନର ସୌଭାଗ୍ୟ ଲାଭ କଲାବେଳେ ମୋ ମନରେ ଉଙ୍କିମାରିଲା ଗୋଟିଏ ସ୍ୱପ୍ନ । ଏମିତି ମନଗଢା କାହାଣୀ ଅପେକ୍ଷା ବାସ୍ତବ ସତ୍ୟନିଷ୍ଠ ଜୀବନାଦର୍ଶ ଓ ଜୀବନାଲେଖ୍ୟ ରଚିତ ହେଲେ କେତେ ଭଲ ନ ହୁଅନ୍ତା !

⁠ଏହି ଦୃଷ୍ଟିରୁ ସମ୍ବାଦପତ୍ର ଓ ବ୍ୟକ୍ତିଗତ ପତ୍ର ମାଧମରେ ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ କଲି । କୃତବିଦ୍ୟ ଶିକ୍ଷକ ଯେଉଁମାନେ ଆମ ଓଡ଼ିଶାର ଶିକ୍ଷା ଜଗକୁ ସ୍ୱପ୍ରତିଭା, ନିଜୀବନ ସାଧନାରେ ମହିମାମଣ୍ଡିତ କରିଛନ୍ତି, ସ୍ତ୍ରୀୟ ଅକୃତ୍ରିମ ସ୍ନେହ ଓ ସୌହାର୍ଘ୍ୟର ଜଳ ସିଞ୍ଚନରେ ଅଗଣିତ ଛାତ୍ରଛାତ୍ରୀ -ଅଙ୍କୁରମାନଙ୍କୁ "ପୃଷ୍ପତ୍ପଳସମତି ବିନସ୍ପତିରେ ପରିଣତ କରିଛନ୍ତି, ସେମାନଙ୍କୁ ସ୍ମରଣ କରିବା ଓ ସ୍ମରଣୀୟ କରି ରଖିବା ଆମର ପବିତ୍ରତମ କର୍ତ୍ତବ୍ୟ । ଏ ଉପାୟରେ ଆମେ ଋଷିଋଣରୁ କିଞ୍ଚିତ ମୁକ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ପିଢିଙ୍କ ପାଇଁ ଆଦର୍ଶ ଆଲୋକ-ବର୍ତ୍ତିକା ଜାଳିଦେବା । ଶିକ୍ଷକମାନଙ୍କ ଜୀବନୀ ଗତାନୁଗତିକ ଶୈଳୀରେ ଲେଖି ଯାଇ ସେଥିରେ କେତାଟି ଶିକ୍ଷାପ୍ରଦ ଓ ପ୍ରେରଣାଦାୟକ ବାସ୍ତବ ଘଟଣାର ସାନ୍ନିବାସ ଆକର୍ଷଣୀୟ ଓ ସୁପାଠ୍ୟ କରିତୋଳିବ, ଏହିପରି ଏକ ପରିକଳ୍ପନା ଜାଗରୂକ ହେଲା ।

⁠ବହୁ ଜୀବନୀ ମୋର ହସ୍ତଗତ ହେଲା । ତେଜ ବନ୍ଧୁ ଉତ୍ସାହବ୍ୟଞ୍ଜକ ପତ୍ର ବି ଦେଲେ । ସେମାନଙ୍କ ମଧ୍ୟରେ ତିନିଜଣ ସମପ୍ରାଣ ବଂଧୁଙ୍କ ନାମ ବଡ଼ ଉଲ୍ଲେଖିନୀୟ । ସେମାନେ ହେଲେ ସର୍ବଶ୍ରୀ ରମେଶଚନ୍ଦ୍ର ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ପ୍ରହରାଜ ଓ ଭାଗୀରଥ ନୀୟକ । ବାରମ୍ବାର ସ୍ପଷ୍ଟୀକରଣ ଦେଲେ ମଧ୍ୟ କେତେକଙ୍କ ଜୀବନୀ ଓ ଲେଖା ସ୍ୱପ୍ଣନୁରୂପ ହେଲା ନାହିଁ । ତେଣୁ ମୁଁ ଭାବିଲି, ଏକ କର୍ମଶାଳାରେ ପ୍ରବୀଣ ଓ ଲେଖକମାନଙ୍କ ସମାବେଶରେ ଉକ୍ତ ଜୀବନୀ' ରଚନାର ଧାରା ତଥା ମାର୍ଗଦର୍ଶୀ (Guiding Principles) ସ୍ଥିର କରାଯିବ । ଏଥିପାଇଁ ସାହାଯ୍ୟ ଲୋଡ଼ିଲି ଭାରତ ସରକା ଶିକ୍ଷା ମନ୍ତ୍ରଣାଳୟରୁ । ମାତ୍ର ସେଠାରୁ ବିଫଲ୍ ହେଲାପରେ ରାଷ୍ଟ୍ରୀୟ ଶିକ୍ଷା ଯୋଜନା ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୬

                            ସୂଚୀପତ୍ର

କ୍ରଂ.ନ. ବିଷୟ ପୃଷ୍ଠା

୧ ଓଡ଼ିଶାର ଆଧୁନିକ ପ୍ରଶିକ୍ଷଣର ଭଗୀରଥ ଦ୍ବାରକାନାଥ ଚକ୍ରବର୍ତ୍ତୀ - ଡକ୍ଟର ଜଗନ୍ନାଥ ମହାନ୍ତି ୧

୨ ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ଵ ଫକିର ମୋହନ ସେନାପତି - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ ୬

୩ ଆଧୁନିକ ଶିକ୍ଷା ପ୍ରସାର ଓ ପରିଦର୍ଶନର ଅଗ୍ରଦୁତ ରାଧାନାଥ ରାୟ - ଡଃ ରବିନ୍ଦ୍ର କୁମାର ପ୍ରହରାଜ ଓ ଅଧ୍ୟାପକ ନାରାୟଣ ବାରିକ ୧୦

୪ ଅମୃତମୟ ସୃଷ୍ଟିର ଅନ ନଃଦ୍ରଷ୍ଟା ଶିକ୍ଷକ ମଧୁସୂଦନ ରାଓ - ଡକ୍ଟର ଜଗନ୍ନାଥ ମହାନ୍ତି ୨୧

୫ ଶିକ୍ଷାବିଦ୍ ମହାମହୋପାଧ୍ୟାୟ ସଦାଶିବ ମିଶ୍ର - ଡକ୍ଟର ଚାଇନା ପ୍ରଧାନ ୨୯

୬ ଆଦର୍ଶ ଶିକ୍ଷକ ଚନ୍ଦ୍ରମିହ୍ନ ମହାରଣା – ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ ୩୯

୭ ସ୍ମରଣୀୟ ସଂସ୍କୃତ ଶିକ୍ଷକ ପଣ୍ଡିତ ରବିନାରାୟଣ ଦାଶ ଶର୍ମା - ଡକ୍ଟର ରବି ନାରାୟଣ ଦାସ ୪୮

୮ ଋଷିପ୍ରତିମ ଶିକ୍ଷକ ଆଚାର୍ଯ୍ୟ ହରିହର ଦାସ - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ ୫୨

୯ ମହାମନୀଷୀ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସ - ଡକ୍ଟର ରବିନାରାୟଣ ଦାସ ୫୬

୧୦•ଦରଦୀକବିପ୍ରାଣ ଶିକ୍ଷକ ଗୋଦାବରୀଶ ମିଶ୍ର ୬୭

              ଡକ୍ଟର   ଜଗନ୍ନାଥ  ମହାନ୍ତି

       ୧୧•ପ୍ରବୀଣ  ସମାଜ  ସଂଗଠନ  ଶିକ୍ଷକ  ପରଶୁରାମ  ବର୍ମା                                   ୭୬

             ଡକ୍ଟର   ଜଗନ୍ନାଥ  ମହାନ୍ତି

        ୧୨•ଅସାଧାରଣ   ସାରସ୍ବତ  ପ୍ରତିଭାସମ୍ପନ୍ନ  ଶିକ୍ଷକ  ରାମଚନ୍ଦ୍ର ଆଚାର୍ଯ୍ଯ     ୮୭

                ଡକ୍ଟର   ଜଗନ୍ନାଥ   ମହାନ୍ତି

         ୧୩•ସାହିତ୍ଯପ୍ରାଣ  ଶିକ୍ଷକ  ଅନନ୍ତ  ପଦ୍ମନାଭ  ପଟ୍ଟନାୟକ                                   ୯୭

               ଶ୍ରୀ  ରାଜେନ୍ଦ୍ର   ଶଡ଼ଙ୍ଗୀ

         ୧୪•କର୍ମନିଷ୍ଠ  ମହାନ୍ ଶିକ୍ଷାବିତ୍  ଦିବ୍ଯସିଂହ  ପଟ୍ଟନାୟକ                                ୧୦୯

                 ଶ୍ରୀ  ସତ୍ଯବାଦୀ  ବଳୀୟାର  ସିଂହ

         ୧୫•ଦେଶପ୍ରାଣ  ଶିକ୍ଷକ  ମଧୂସୂଦନ  ମିଶ୍ର                                                                   ୧୧୭

                ଶ୍ରୀ  ଭାଗୀରଥୀ   ନାୟକ

           ୧୬•ଛାତ୍ରବତ୍ସଳ  ଶିକ୍ଷକ  ପଣ୍ଡିତ  ଗଙ୍ଗାଧର  ମିଶ୍ର                                                  ୧୨୪

                   ଶ୍ରୀ  ରମେଶ  ଚନ୍ଦ୍ର   ଚକ୍ରବର୍ତ୍ତୀ

            ୧୭•କେନ୍ଦୁଝରର  କୁଳବୃନ୍ଦ  ଶିକ୍ଷକ  ବୃନ୍ଦାବନ  ଦାଶ                                          ୧୩୦

                  ଶ୍ରୀ  ରମେଶ   ଚନ୍ଦ୍ର   ଚକ୍ରବର୍ତ୍ତୀ

             ୧୮•କବିପ୍ରାଣ  ଶିକ୍ଷକ  ସତ୍ଯନାରାୟଣ  ବହିଦାର                                              ୧୩୮

                   ଶ୍ରୀ  ଭାଗୀରଥି  ନାୟକ,ଶ୍ରୀ  ବାଳକୃଷ୍ଣ  କର

              ୧୯•ଫିରିଙ୍ଗିଆର  ସ୍ମରଣୀୟ  ଶିକ୍ଷକ  ଗୋବିନ୍ଦଚନ୍ଦ୍ର  ମହାନ୍ତି                         ୧୪୫

                     ଶ୍ରୀ  ରମେଶ   ଚନ୍ଦ୍ର   ଚକ୍ରବର୍ତ୍ତୀ   ୨୦•   ପ୍ରେରଣା  ଓ  ଆଦର୍ଶର   ଆଲୋକ  ସ୍ତମ୍ବ  ଶିକ୍ଷକ  ରାମକରଷ୍ଣ  ନନ୍ଦ                         ୧୫୭

                   ଡ଼ଃ    ଜଗନ୍ନାଥ    ମହାନ୍ତି  

 ୨୧• ଯାଜପୁରର  ସ୍ବନାମଧନ୍ଯ   ଶିକ୍ଷକ  ଦାଶରଥୀ ଦାସ                                                        ୧୬୯

                 ଶ୍ରୀ    କିଶୋର  ଚନ୍ଦ୍ର   ଦାସ

 ୨୨• ଶୃଙ୍ଖଳାବ୍ରତୀ  ସ ହୃଦୟ  ଶିକ୍ଷକ  ଦାଶରଥି  ଦାସ                                                                ୧୭୫

୭. ଶ୍ରୀ ସତ୍ୟବାଦୀ ବଳିୟାର ସିଂହ – ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନଶିକ୍ଷକ ଭାବେ କର୍ମରତ, ଶ୍ରୀ ବଳିୟାର ସିଂହ କେତେକ ସାହିତ୍ୟ ଓ ଐତିହାସିକ ଗ୍ରନ୍ଥର ପ୍ରଣେତା । ଠିକଣା : ଏମ୍‌-୨୩, ଖୋର୍ଦ୍ଧା ବି.ଡ଼ି.ଏ. କଲୋନୀ, ଖୋର୍ଦ୍ଧା : ୭୫୨ ୦୫୫ ।

Answered by n5500186
1

Answer:

ଓଡ଼ିଶାର ଏକ ଗାଁର ଡାକ୍ତର ଅନୀତା ପଣ୍ଡାଙ୍କର ଜନ୍ମ । ତାଙ୍କର ପିତା ସ୍ୱର୍ଗତ ଡା: ଆଦିକନ୍ଦ ପଣ୍ଡା ଜଣେ ଖୁବ୍ ଜ୍ଞାନୀ ଏବଂ ଗାନ୍ଧିବାଦୀ ଥିଲେ । ମାତା ସ୍ୱର୍ଗତ ଭାନୁଦେବୀ ଜଣେ ସ୍ନେହୀ ଘରୋଇ ମା' ଥିଲେ । ମାତ୍ର ତାଙ୍କର ...ଓଡ଼ିଶାର ଏକ ଗାଁର ଡାକ୍ତର ଅନୀତା ପଣ୍ଡାଙ୍କର ଜନ୍ମ । ତାଙ୍କର ପିତା ସ୍ୱର୍ଗତ ଡା: ଆଦିକନ୍ଦ ପଣ୍ଡା ଜଣେ ଖୁବ୍ ଜ୍ଞାନୀ ଏବଂ ଗାନ୍ଧିବାଦୀ ଥିଲେ । ମାତା ସ୍ୱର୍ଗତ ଭାନୁଦେବୀ ଜଣେ ସ୍ନେହୀ ଘରୋଇ ମା' ଥିଲେ । ମାତ୍ର ତାଙ୍କର ...ଓଡ଼ିଶାର ଏକ ଗାଁର ଡାକ୍ତର ଅନୀତା ପଣ୍ଡାଙ୍କର ଜନ୍ମ । ତାଙ୍କର ପିତା ସ୍ୱର୍ଗତ ଡା: ଆଦିକନ୍ଦ ପଣ୍ଡା ଜଣେ ଖୁବ୍ ଜ୍ଞାନୀ ଏବଂ ଗାନ୍ଧିବାଦୀ ଥିଲେ । ମାତା ସ୍ୱର୍ଗତ ଭାନୁଦେବୀ ଜଣେ ସ୍ନେହୀ ଘରୋଇ ମା' ଥିଲେ । ମାତ୍ର ତାଙ୍କର ..

Similar questions