World Languages, asked by sanket6b, 11 hours ago

ବର୍ଣ କାହାକୁ କୁହା ଯାଏ​

Answers

Answered by rosyrosalinb12
0

Answer:

ଧ୍ଵନିମାନଙ୍କର ଲିଖିତ ରୂପକୁ ବର୍ଣ୍ଣ କୁହାଯାଏ। ଅର୍ଥାତ୍ ଧ୍ଵନି ବର୍ଣ୍ଣମାନଙ୍କରେ ବର୍ଣ୍ଣିତ ବା ରୂପାୟିତ । ବର୍ଣ୍ଣ

ଧ୍ଵନିମାନଙ୍କର ଲିଖନସଙ୍କେତ ହୋଇଥିବାରୁ ତାହା ଲିପି । ବର୍ଣ୍ଣ ଅନ୍ୟନାମ ଅକ୍ଷର । ବିଭିନ୍ନ ଭାଷାରେ

ବିଭିନ୍ନ ସଂଖ୍ୟକ ବର୍ଣ୍ଣ ଥାଏ । ସେମାନଙ୍କର ଆକାର ଓ ଉଚ୍ଚାରଣରେ ପାର୍ଥକ୍ୟ ରହିଛି ।

Similar questions