Science, asked by surekhamallick130, 5 months ago

ଜୀବ ବିଜ୍ଞାନ – ପୋଷଣ ( ପୃଷ୍ଠା 1 ରୁ 14)
ପଦାର୍ଥ ବିଜ୍ଞାନ
ଗାଟିଏ ଶବ୍ଦରେ ଉତ୍ତର ଦିଅ ।
ମ୍ୟାଗ୍ନେସିୟମ ଫିତାକୁ ବାୟୁରେ ଦହନ କଲେ କ'ଣ ମିଳେ ?
) ଶବ୍ଦ ସମୀକରଣରେ ଉତ୍ପାଦ ଗୁଡ଼ିକ କେଉଁ ପାର୍ଶ୍ଵରେ ଲେଖାଯାଏ
i) ନିମ୍ନ ରାସାୟନିକ ପ୍ରକ୍ରିୟାରେ କେଉଁଟି ବିଜାରିତ ହେଉଛି ଲେଖ
7n+C → Zn + CO
sa​

Answers

Answered by priyadarshinisoumya0
0

1.ମ୍ୟାଗ୍ନେସିୟମ ଫିତାକୁ ବାୟୁରେ ଦହନ କଲେ ମ୍ୟାଗ୍ନେସିୟମ ଅକ୍ସାଇଡ୍ ମିଳେ।

ସମୀକରଣ - Mg + O2→ Mgo

2. ଶବ୍ଦ ସମୀକରଣରେ ଉତ୍ପାଦ ଗୁଡ଼ିକ ଦକ୍ଷିଣ ପାର୍ଶ୍ଵରେ ଲେଖାଯାଏ।

Hope it helps ☺️

Similar questions