CBSE BOARD XII, asked by suhanapattanaik, 3 months ago

1. ବାକ୍ୟ କାହାକୁ କୁହାଯାଏ, ଉଦାହରଣ ସହ ଦର୍ଶାଅ ।
2 . ସାର୍ଥକ ବାକ୍ୟର କି କି ଲକ୍ଷଣ ଥାଏ ?
3. ବାକ୍ୟର ଯୋଗ୍ୟତା କହିଲେ କ’ଣ ବୁଝାଏ ପ୍ରକାଶ କର ।
4 .ଆସକ୍ତି କ’ଣ ଉଦାହରଣ ସହ ଦର୍ଶାଅ ।
5. ଆକାଂକ୍ଷା କହିଲେ କ’ଣ ବୁଝି ?
6. ବାକ୍ୟାଶ କାହାକୁ କୁହାଯିବ ଦୃଷ୍ଟାନ୍ତ ଦେଇ ବୁଝାଅ ।
7. ଖଣ୍ଡବାକ୍ୟ କାହାକୁ କୁହାଯାଏ ?
8. ବାକ୍ୟ ଓ ଖଣ୍ଡବାକ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
9. ବାକ୍ୟ ପାଇଁ ଆକାଂକ୍ଷାର ଆବଶ୍ୟକତା କିପରି ଅଛି, ଉଦାହରଣ ସହ ଦର୍ଶାଅ ।​

Answers

Answered by villianashish
2

Answer:

mam ethi odia re kehi answer debeni apana jaiki kou odia master ku pacharuntu .....

Explanation:

aau mate brainliest mark karidebe jadi ichha haba

Similar questions