Art, asked by sunandamuniguda, 1 month ago

୧। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(1) ପ୍ରାକୃତିକ ପ୍ରାଚୀର ପରି ଆମ ଦେଶର ଉତ୍ତରରେ କିଏ ଠିଆ ହୋଇଛି ?
(2) ଆମ ଦେଶର କେଉଁ ଦିଗରେ କନ୍ୟାକୁମାରୀ ଅବସ୍ଥିତ ?
(3) ଦେଶର ପାଦଦେଶକୁ କିଏ ଧୋଇ ଦେଇଛନ୍ତି ?
(4) ଦେବୀ ‘କନ୍ୟାକୁମାରୀ’କୁ ଦିନରେ କେଉଁ ବେଶ କରାଯାଏ ?
(5) ରାତିରେ ଦେବୀଙ୍କୁ କିପରି ସଜାଯାଏ ?
(6) ଦେବତାମାନେ କାହିଁକି କପଟ କଲେ ?
(7) ସେମାନେ କପଟରେ କ’ଣ କରିଥିଲେ ?
(8) ମହାଭାରତରେ କନ୍ୟାକୁମାରୀ ବିଷୟରେ କ’ଣ ଭଲ୍ଲେଖ ଅଛି ?
(9) ବାଣାସୁରର ଅତ୍ୟାଚାରରୁ ଆତ୍ମରକ୍ଷାପାଇଁ କେଉଁମାନେ ମହାଦେବଙ୍କୁ ପ୍ରାର୍ଥନା କଲେ ?
(10) ଶିବ ଏହି ପ୍ରାର୍ଥନା ଫଳରେ କାହାକୁ କିପରି ସୃଷ୍ଟି କଲେ ?
(11) ଦକ୍ଷିଣ ଭାରତରେ କେବେ କାହିଁକି ନବରାତ୍ର ପୂଜା ଉତ୍ସବ ପାଳନ କରାଯାଏ ?
(12) ଦେବୀ କନ୍ୟାକୁମାରୀ ଶ୍ରୀରାମଙ୍କୁ କ’ଣ ଉପଦେଶ ଦେଇଥିଲେ ?
(13) ଦେବୀ କନ୍ୟାଙ୍କ ପୂର୍ବଦ୍ଵାର ସାରାବର୍ଷ ବନ୍ଦ ରହିବା ବିଷୟରେ କ’ଣ ଶୁଣାଯାଏ ?
(14) ଏହି ପୂର୍ବଦ୍ଵାର ବର୍ଷକରେ କେତେଥର ଖୋଲେ ?​

Answers

Answered by souravsahu635
0

Answer:

1= ଜିମମ କାଶମିର

2=ଦକ୍ଷିଣ

3=ଭାରତ ମହାସାଗର

4=

Similar questions