1 ఒక వ్యక్తి జీవితంలోనే కాదు సామాజిక మార్పుకు కూడా విద్య కీలకం. సమాజంలో సాంప్రదా యకంగా ఉన్న కుల మత లింగ పరమైన అనేక అసమానతలు అధిగమించడానికి "విద్య ఆయుధమవుతుంది" విద్య యొక్క ఆవశ్యకతను గూర్చి ఒక చక్కటి వ్యాసము వ్రాయుము
Answers
Answered by
0
- ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏ
- ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏଦୀପାବଳୀର ପୃଷ୍ଠଭୂମି: ଭାରତରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ପୌରାଣିକ ଘଟଣାବଳୀ ସମ୍ପୃକୁ । କଥୁତ ଅଛି, ଏହିଦିନ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟାକୁ ଫେରିଥିଲେ । ରାମଚନ୍ଦ୍ରଙ୍କ ଆଗମନରେ ଅଯୋଧ୍ୟାବାସୀ ଦ୍ବାରେ ଦ୍ରାରେ ଦୀପ ଜାଳି ତାଙ୍କ ସ୍ବାଗତ କରିଥିଲେ । ଏହି ଦିନଟିକୁ ମନେରଖୁବା ପାଇଁ ଦୀପାବଳୀ ପର୍ବ ପାଳନ କରାଯାଏ । ଆହୁରି ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଏହିଦିନ ନରକାସୁର ରାକ୍ଷସକୁ ବଧ କରିଥିଲେ । ଏହିଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ, ସେଥିପାଇଁ ଦୀପାବଳୀ ସହ ଲକ୍ଷ୍ମୀ ପୂଜନ ସଂଶ୍ଳିଷ୍ଟ । ଉତ୍ସବ ପାଳନ: ଦୀପାବଳୀ ଦିନ ଘର, ବାହାର, ଚାରିଆଡ଼ ସଫାସୁତୁରା କରାଯାଏ, ଲୋକମାନେ ନୂଆ ପୋଷାକ ପରିଧାନ କରନ୍ତି । ଏହିଦିନ ଦେବୀ ଲକ୍ଷ୍ମୀ, ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ ଘରେ ଘରେ ଖୁରି, ପିଠା, ମିଠା ଏବଂ ଅନ୍ୟ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ସନ୍ଧ୍ୟା ହେବାମାତ୍ରେ ଚାରିଆଡ଼େ ମାଳ ମାଳ ଦୀପସବୁ ଜଳିଉଠେ । ଆଲୋକ ମାଳାରେ ଘର ସବୁ ସଜା ହୋଇଥାଏ । ଅମାବାସ୍ୟାର ଘନ ଅନ୍ଧାର ରାତି ଦିନ ପରି ମନେହୁଏ । ଏହାପରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦିଆଯାଏ । କାଉଁରିଆ କାଠି ଜଳାଇ ପିତୃପୁରୁଷ ବା ବଡ଼ବଡ଼ିଆଙ୍କୁ ଆହ୍ବାନ କରାଯାଏ ।
Similar questions