Math, asked by soumyaranjantr12, 2 days ago

(1) (5) ପ୍ରତ୍ୟେକ ପ୍ରଶ୍ନର କେବଳ ଉତ୍ତରଟି ଲେଖ । ପ୍ରଥମ 20 ଟି ଗଣନ ସଂର ମାମାନ କେତେ ? ଉର: (a) (b) ଗୋଟିଏ ତଥ୍ୟବଳୀର ଗରିକ ଓ ମାଧମାନ 5 ହେଲେ ମଧ୍ୟମା କେତେ ? ଉତ୍ତର : (c) (d) 3, 5, 7, 3, 8, 6, 8,7 ଲବଧାଙ୍କଗୁଡ଼ିକର ଗରିଷ୍ଣକ କେତେ ? ଉତ୍ତର : 5, 8, 3, 7, 11, 27 ଏବଂ 16 ଏହି ଲବଧାଙ୍କ ଗୁଡ଼ିକର ମଧ୍ୟମା କେତେ ? ଉତ୍ତର : 14 ଟି ଲବଧାଙ୍କର ମଧ୍ୟମା 16 ଅଟେ । ପ୍ରତ୍ୟେକ ଲବଧାଙ୍କକୁ 2 ଲେଖାଏଁ ବଢ଼ାଇ ଦେଲେ ନୂତନ ମମାଟି କେତେ ହେବ ? ଉର : (e) (5 (2) ଶୂନ୍ୟସ୍ଥାନ ପୂରଣ କର । ମଧମା ଓ ମାଧମାନ ଜଣାଥିଲେ ଗରିକ ନିଷ୍କ୍ରିୟ କରିବାର ସୂତ୍ରଟି | (a) ଅଟେ । (b) କୌଣସି ତଥ୍ୟବଳୀର ସର୍ବାଧିକ ଥର ରହିଥିବା ଲବଧାଙ୍କୁ ହିଁ ଉକ୍ତ ତଥ୍ୟବଳୀର (C) ପ୍ରଥମ 10 ଟି ଅଯୁଗୁ ସଂଖ୍ୟାର ମାଧ୍ୟମାନ | | . (d) 6, 8, 5, 7, x ଏବଂ 4 ଲବଧାଙ୍କଗୁଡ଼ିକର ମାଧମାନ 7 ହେଲେ x ର ମାନ | ପ୍ରଥମ n ସଂଖ୍ୟାକୁ ସଂପ୍ରସାରିତ ସ୍ଵାଭାବିକ ସଂଖ୍ୟାର ମାଧ୍ୟମାନ (e)​

Answers

Answered by olaw61252
1

Answer:

Step-by-step explanation:

ଖାଦ୍ୟ ଏକ ପଦାର୍ଥ [୧] ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।

ଇତିହାସ ଅନୁସାରେ ମାନବ ଦୁଇ ପ୍ରକାର ଉପାୟରେ ଖାଦ୍ୟ ସଂଗ୍ରହ କରୁଥିଲା: ଶିକାର ଓ ଚାଷ । ଅଧୁନା ସତ‌ତ ଜନ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁ କାରଖାନାରୁ ଅଧିକାଂଶ ଖାଦ୍ୟ ଯୋଗାଣ ହେଉଛି ।

ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ଦ୍ୱୟକୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଫୁଡ ପ୍ରୋଟେକସନ, ୱାର୍ଲଡ ରିସୋର୍ସେସ ଇନସ୍ଟିଚ୍ୟୁଟ, ୱାର୍ଲଡ ଫୁଡ ପ୍ରୋଗ୍ରାମ, ଫୁଡ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ ଓ ଇଣ୍ଟରନ୍ୟାସନାଲ ଫୁଡ ଇନଫର୍ମେସନ କାଉନସିଲ ସଂସ୍ଥାମାନ ନିୟନ୍ତ୍ରଣ କରନ୍ତି । ଏମାନେ ଜଳ ଯୋଗାଣ, ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ସ୍ଥିରତା ବିଷୟମାନ ନିୟନ୍ତ୍ରଣ କରନ୍ତି ।

ଇଣ୍ଟରନ୍ୟାସନାଲ କୋଭେନାଣ୍ଟ ଅନ ଇକୋନୋମିକ, ସୋସିଆଲ ଓ କଲଚରାଲ ରାଇଟ (International Covenant on Economic ବା ICESCR) ସଂସ୍ଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ମାନ‌କ ଜୀବନର ଅଧିକାରରେ ଯଥେଷ୍ଟ ଖାଦ୍ୟ ଓ ଭୋକରୁ ମୁକ୍ତି ଏକ ମୌଳିକ ଅଧିକାର ପରିସର ଭୁକ୍ତ କରାଯାଇଛି ଖାଦ୍ୟ ଅଧିକାର (right to food) ଏକ ମାନବ ଅଧିକାର (human right) ଭାବରେ ସ୍ୱୀକୃତ ହୋଇଛି ।

Similar questions