1. କଠିନ ଶବ୍ଦର ଅର୍ଥ ଲେଖ ।
(କ) ମାର୍ଜିତ
(ଖ) ପ୍ରବର
(ଗ) ବାଚାକ
(ଘ) ପଟାନ୍ତର
(ଙ) ଗଣ୍ଠିଧନ
DON'T SPAM
Answers
Answered by
3
କ) ମାର୍ଜିତ- ପ୍ରକ୍ଷାଳିତ, ପରିଷ୍କୃତ, ଦୋଷମୁକ୍ତ ।
ଖ) ପ୍ରବର- ଅତି ଶ୍ରେଷ୍ଠ।
ଗ) ବାଚକ- ଅର୍ଥଜ୍ଞାପକ, ବୋଧକ, କଥକ।
ଘ) ପଟାନ୍ତର- ତୁଳନା, ଉପମା।
ଙ) ଗଣ୍ଠିଧନ- ଅତି ଆଦରର ବସ୍ତୁ ବା ବ୍ୟକ୍ତି।
Similar questions