Science, asked by bdandasena433, 10 months ago



1.ଶୂନ୍ୟସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ଶବ୍ଦ ଶବ୍ଦଟିକୁ ଲେଖ ।
(i) କୃତିମ ତନ୍ତୁକୁ_
ତନ୍ତୁ ଏବଂ_
ମଧ୍ୟ କୁହାଯାଏ ।
(ii) ପ୍ରଥମ ସଂଶ୍ଳେଷିତ ତନ୍ତୁ ହେଉଛି_
(iii) କୃତ୍ରିମ ତନ୍ତୁ ଭଳି plastic ମଧ୍ୟ_
ଅଟେ ।
(iv) ପଲିମର ପ୍ରତ୍ୟେକ ଅଂଶକୁ_
କୁହାଯାଏ ।
ଚାରୋଟି ସମ୍ଭାବ୍ୟ ଉତ୍ତର ମଧରୁ ଠିକ୍ ଉତ୍ତରଟିକୁ ବାଛିଲେଖ ।
(i) କେଉଁଟି ବସ୍ତରୂପେ ଏବଂ କାଚ ପରିବର୍ତ୍ତେ ବ୍ୟବହୃତ ହେଉଛି ?
(କ) ଫର୍ମିକା
(ଖ) ମେଲାମାଇନ୍ (ଗ) ପଲିଷ୍ଟିରିନ୍
(ii) କେଉଁଟି ନକ୍ ବାସନରେ ବ୍ୟବହୃତ ହେଉଛି ?
(କ) ପି.ଭି.ସି
(ଖ) ଫୁଲନ୍ (ଗ) ବେକେଲାଇଟ୍
(iii) ଇଲେଟ୍ରିକ ସିଟ୍, ପୁର ଆଦି କେଉଁଟିରୁ ପ୍ରସ୍ତୁତ ହେଉଛି ?
(କ) ମେଲାମାଇନ୍
(ଖ) ବେକେଲାଇଟ୍
(ଗ) ପଲିଷ୍ଠିରିନ
(iv) କେଉଁଟିରୁ କାନ୍ଥରେ ବ୍ୟବହୃତ ଟାଇଲ୍ ପ୍ରସ୍ତୁତ ହୁଏ ?
(କ) ଫର୍ମିକା
(ଖ) ମେଲାମାଇନ୍
(ଗ) ଫୁଲନ
(ଘ) ପଲିପୁପିନ

Answers

Answered by rudraaggarwal239982
3

Answer:

here is your answer mate...

Explanation:

ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ । (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ । ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ।

ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣଦ୍ୱାରା ପ୍ରଭାବିତ ହୁଏ:

ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ । ଏହି ସମ୍ପର୍କ, ତାପମାତ୍ରାଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ।

ସଂଚରଣ ମାଧ୍ୟମର ନିଜସ୍ୱ ଗତିଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି । ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ।

ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ । ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ । ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ।

ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ) ।

plz plz plz mark me as brainliest plzz...

Similar questions