Math, asked by sunandaswain1234567, 6 hours ago

1. If the radius of a sphere ଯଦି ଗୋଟିଏ ଗୋଲକର ବ୍ୟାସାର୍ଦକୁ ଦୁଇଗୁଣ କରାଯାଏ, ତେବେ ଏହାର ପୃଷ୍ଠତଳର କ୍ଷେତ୍ରଫଳ କେତେ ବୃଦ୍ଧ ହେବ ?




Answers

Answered by BrainlyArnab
4

ଚାରିଗୁନ (×)

Step-by-step explanation:

ବ୍ୟାସାର୍ଦ୍ଧ = r

ବ୍ୟାସାର୍ଦ୍ଧକୁ ଦୁଇଗୁଣ କଲେ = 2r

ଗୋଲକ ପୃଷ୍ଠତଳ କ୍ଷେତ୍ରଫଳ = 4πr²

ମାନେ,

ସାମାନ୍ୟ ସ୍ଥିତିରେ ଗୋଳକର କ୍ଷେତ୍ରଫଳ = 4π

ଆଉ, ବ୍ୟାସାର୍ଦ୍ଧ ଦୁଇଗୁଣ କଲେ,

ଗୋଳକର କ୍ଷେତ୍ରଫଳ = 4π(2r)²

= 4π×4r²

= 16π

ଗୋଳକର ପୃଷ୍ଠତଳ କ୍ଷେତ୍ରଫଳରେ ବୃଦ୍ଧି :-

ଦୁଇଗୁଣ ବ୍ୟାସାର୍ଦ୍ଧ ରେ କ୍ଷେତ୍ରଫଳ : ସାମାନ୍ୟ ବ୍ୟାସାର୍ଦ୍ଧ ରେ କ୍ଷେତ୍ରଫଳ

= 16π: 4π

= 4 × 4π: 4π

= 4 : 1

ଅର୍ଥାତ୍,

ପୃଷ୍ଠତଳ କ୍ଷେତ୍ରଫଳରେ ଗୁଣ ବୃଦ୍ଧି ହେବ।

____________________

ନୋଟ୍ :-

ଏଠି "କ୍ଷେତ୍ରଫଳ" , "ପୃଷ୍ଠତଳର କ୍ଷେତ୍ରଫଳ" ସନ୍ଧର୍ଭେ ଉପ୍ୟୋଗ ହେଇଛି

____________________

ଆଶା କରୁଛି ଏହି ଉତ୍ତର ଆପଣକୁ ସହାୟତା ପ୍ରଦାନ କରିବ।

#BeBrainly :-)

Similar questions