10,୦୦୦ର ନିକଟତମ ଦୁଇଟି ସଂଖ୍ୟା ନିର୍ଣ୍ଣୟ କର ଯାହା 2, 3, 4,5, 6 ଓ 7 ପ୍ରତ୍ୟେକ ଦ୍ବାରା ସମ୍ପୂର୍ଣ ଭାବେ ବିଭାଜ୍ୟ ହେବ । answer
Answers
Answered by
0
Answer:
Step-by-step explanation:
ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ ପାଇଥିଲେ। ପରେ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଅଭିନୟ ପାଇଁ ସେ ୩ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ସେ ପ୍ରାୟ ୪୦ଟି ଫିଲ୍ମରେ ଅଭିନୟ କରିଛନ୍ତି।
ତାଙ୍କର ଅନେକ ଫିଲ୍ମ ହିଟ ପରେ, ଇମ୍ରାନ କେବେ ପଛକୁ ଚାହିଁ ନାହାନ୍ତି । ଆଜି ସେ ବଲିଉଡର ଏକ ଜଣାଶୁଣା ଚେହେରା। ଇମ୍ରାନଙ୍କର ଏପରି କୌଣସି ଫିଲ୍ମ ନାହିଁ ଯେଉଁଥିରେ ସେ ଅଭିନେତ୍ରୀଙ୍କୁ କିସ କରି ନାହାଁନ୍ତି। ତେଣୁ ସେ ବଲିଉଡରେ ‘ସିରିଏଲ କିସର’ ଭାବରେ ଜଣାଶୁଣା। ଇମ୍ରାନ ୨୦୧୨ ଚଳଚ୍ଚିତ୍ର ‘ରାଜ ୩’ ରେ ଦୀର୍ଘ ସମୟ ଚୁମ୍ବନ ଦେଇଥିଲେ ଅଭିନେତ୍ରୀ ବିପାଶା ବସୁଙ୍କୁ । ଏହା ଥିଲା ୨୦ ମିନିଟ୍ର । ଯାହା ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ ସିନ ଭାବେ ଏବେ ବି ଚର୍ଚ୍ଚାରେ ।
Similar questions
Hindi,
2 months ago
Computer Science,
3 months ago
Geography,
3 months ago
Science,
11 months ago
Math,
11 months ago