English, asked by srabanakumarsahoo63, 2 months ago

[10
Foolball was very popular in many
Translate into English,
ମୌସୁମୀ ଅନେକ ଲୁଚକାଳି ଖେଳିଲା, କିନ୍ତୁ ଅଗଷ୍ଟ ମାସରେ ସ୍ବାଭାବିକତାଠାରୁ ଅଧିକ ବର୍ଷା ହେଲା ।
ସେପ୍ଟେମ୍ବର ମାସ ଯଦି ଭଲରେ ଯାଏ ତେବେ ଅନେକଙ୍କ ଦ୍ଵାରା ବର୍ଷାଭାବଜନିତ ଯେଉଁ ସମସ୍ୟାର ପ୍ରଚାର
ପ୍ରସାର କରାଯାଉଛି ତାହା ସତ୍ୟ ହେବ ନାହିଁ । ଖୁବ କମ୍ ଲୋକ : ଏହା ବୁଝିଛନ୍ତି ଯେ, ଦେଶରେ ଜଳସେଚନ
ସୁବିଧା ଗତ ୬୦ ବର୍ଷ ଭିତରେ ବିକାଶ କରାଯାଇଛି । ଗୁଜୁରାଟରେ କ୍ରମାଗତ ବର୍ଷାଭାବ ଲାଗିରହିଛି, ତଥାପି
ପ:ଜ୍ୟ ୧୦ ପ୍ରତିଶତ କୃଷି ଅଭିବୃଦ୍ଧି ହାସଲ କରିପାରିଛି ।​

Answers

Answered by shazanuljafar20
0

Explanation:

SEE YOUR TRANSLATION

The monsoon played a lot of hide-and-seek, but it rained more than normal in August.

If September goes well, the problem of rainfall by many is being propagated

"It simply came to our notice then. Very few people understand that irrigation in the country

The facility has been in development for the past 40 years. Gujarat continues to receive heavy rainfall, however

Q: The country has achieved 10 percent agricultural growth.

Similar questions