Math, asked by narendrasahoo612, 3 months ago


13.
ଗୋଟିଏ ଅର୍ବବୃତ୍ତାକାର ଜମିର ସୀମାରେ ବାଡ଼ ଦେବା ଖର୍ଚ୍ଚ ମିଟରକୁ 75 ପଇସା ହିସାବରେ 216 ଟଙ୍କା
ଖର୍ଚ୍ଚ ହେଲେ ଅର୍ବବୃତ୍ତାକାର ଜମିର ବ୍ୟାସ ନିର୍ଣ୍ଣୟ କ​

Answers

Answered by BrainlyArnab
3

Answer:

ବ୍ୟାସ = 112 m (୧୧୨ ମିଟର)

Step-by-step explanation:

.

ବାଡ ଦବା ଖର୍ଚ୍ଚ = 75 ପଇସା ପ୍ରତି ମିଟର

ଅର୍ବବୃତ୍ତାକାର ଜମିର ସୀମା କୁ ବାଡ ଦେବା ର ଖର୍ଚ୍ଚ = ₹216

.

ବ୍ୟାସ = ?

.

ବାଡ ଦବା = ପରିମାପ କୁ ଘେରିବା

ମାନେ

75 ପଇସା × ଅର୍ବବୃତ୍ତାକାର ପରିମାପ = 216 ଟଙ୍କା

[ଅର୍ବବୃତ୍ତାକାର ପରିମାପ = πd/2 + d]

[1 ଟଙ୍କା = 100 ପଇସା, 216 ଟଙ୍କ = 21600 ପଇସା]

75p \times( \pi   \times \frac{d}{2} ) + d =   = 216ru \\  \\  =  > 75p \times (\pi \times  \frac{d}{2} ) + d = 21600p \\  \\  =  >  (\frac{22}{7}  \times  \frac{d}{2} ) + d =  \frac{21600}{75}  \\  \\  =  >  \frac{22d}{14}  + d = 288 \\  \\  =  >  \frac{22d + 14d}{14}  = 288 \\  \\  =  >  \frac{36d}{14}  = 288 \\  \\  =  >  36d = 288 \times 14 \\  \\  =  > 36d = 4032 \\  \\  =  > d = 4032 \div 36 \\  \\  =  > d = 112

d = 112 m

ମାନେ ବ୍ୟାସ = 112 m

ଏଇଠି ,

  • d = ବ୍ୟାସ
  • p = ପଇସା
  • ru = ରୁପ୍ୟା (ଟଙ୍କା)

ଆଶା କରୁଛି ଏହି ଉତ୍ତର ଆପଣ କୁ ସହାୟକ ହବ।

Similar questions