Art, asked by pratapbaral40, 6 months ago

ଅଭ୍ୟାସ
2. ଉତ୍ତର କୁହା
ମାତା ଯଶୋଦା କାହିଁକି ଚିନ୍ତିତ ହୋଇ ପଡ଼ିଛନ୍ତି ?​

Answers

Answered by dibyaprakash73
9

କୌଣସି ଏକ ଦିନ ଶ୍ରୀକୃଷ୍ଣ ଗାଈ ଗୋଠ ଧରି ଫେରିବା ବେଳକୁ ବିଳମ୍ବ ହେବା ରୁ ମାତା ଯଶୋଦା ଚିନ୍ତିତ ହୋଇ ପଡିଛନ୍ତି।

Please mark me as brainliest.

Similar questions